Latest Odisha News

BREAKING NEWS

ରଥଯାତ୍ରା: ଆଖିଦୃଶିଆ କଳା ସହ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଦେଲେ ବାଲୁକା ଶିଳ୍ପୀ

ପୁରୀ: ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ତିନି ରଥର ମୂର୍ତ୍ତି ତିଆରି କରି ରଥଯାତ୍ରାର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ନିଜର ଏହି କଳାକୃତିର ଚିତ୍ର ସୁଦର୍ଶନ ଟ୍ୱିଟର ରେ…

ରଥ ଉପରେ ତିନି ଠାକୁର; ଦେଖନ୍ତୁ, ଗଜପତି ମହାରାଜାଙ୍କ ଛେରାପହଁରା ନୀତି

ପୁରୀ: ପୁରୀରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ଦିନ ତିନି ରଥ ଉପରେ ଶ୍ରୀଜିଉମାନଙ୍କର ରୀତିନୀତି ସହ ଛେରାପହଁରା କରୁଛନ୍ତି। ଦେଖନ୍ତୁ ଭିଡିଓ:- https://www.youtube.com/watch?v=Y2iXh-sf7E0&feature=youtu.be ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ,…

ରାଜ୍ୟରେ ୩ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୭ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୩ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୭ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କଟକ ଜିଲ୍ଲାର ଜଣେ ୭୧…

୧୭ ଦିନ ଧରି ଲଗାତାର ବଢୁଛି ପେଟ୍ରୋଲ-ଡିଜେଲ ଦର; ଜାଣନ୍ତୁ ଆଜିର ମୂଲ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟ । ଅନ୍ୟପଟେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳଦର ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୦ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା…

କାଳିଆ ତୋ ପ୍ରତୀକ୍ଷାରେ…

କାଳିଆ ତୋ ପ୍ରତୀକ୍ଷାରେ... ସୁସ୍ମିତା ମହାପାତ୍ର  ଧନ୍ୟ ତୋର ଲୀଳା ଖେଳାରେ କାଳିଆ ଧନ୍ୟ ତୋ କପଟ ଛଳ, ନିୟତିର ଦାଉ ସବୁ ସହୁଥାଉ ଚାହିଁ ରହି ଜଳଜଳ l ତୋ ପରି ଠାକୁର ଜଗତେ ବିରଳ ପଡୁଛି ସବୁଠି ହୁରି, ଭକତ ଜଣାଣେ ଆପଣାର ପଣେ ଧାଇଁ ଆସୁ ବେଗେ ବେଦି, ଗାଦି ପରିହରି l ଦୁଃଖ…

‘ରଥଯାତ୍ରା’ ଅବସରରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଚଳିତ ବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ଜନସାଧାରଣଙ୍କୁ ଘରେ ବସି ଟେଲିଭିଜନ ମାଧ୍ୟମରେ ଘୋଷ ଯାତ୍ରା…

ଓଡିଶାରେ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୬୭ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୪୭୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ପୁରୀରେ ଜଣେ ସେବାୟତ କରୋନା ପଜିଟିଭ; କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର

ପୁରୀ: ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦେଖିବା ପାଇଁ ଲକ୍ଷଲକ୍ଷ ଭକ୍ତ ଅଣାଇ ବସିଛନ୍ତି । ଏହି ସମୟରେ ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଛି। https://twitter.com/Puri_Official/status/1275272538034016256?s=19…

ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି, ଚକା ଆଖି ଦେଖିଲା ଜଗତ

ପୁରୀ: ସିଂହଦ୍ୱାର ଆଗରେ ରଥାରୁଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶ୍ରୀଜିଉଙ୍କ ପହଣ୍ଡି । ଧାଡ଼ି ପହଣ୍ଡିରେ ସେବାୟତମାନେ ମହାପ୍ରଭୁଙ୍କୁ ଆଣି ରଥାରୂଢ କରିଛନ୍ତି । ପ୍ରଥମେ ଆସିଥିଲେ ଶ୍ରୀସୁଦର୍ଶନ । ତାପରେ ବଡ଼େଦେଉଳୁ ବାହାରିଥିଲେ ବଡ଼ଠାକୁର…

ଓଡିଆ ପାଞ୍ଜି ଓ ଶେଖ୍ ଅମିନୁଲ୍ ଇସଲାମ୍; ସମନ୍ୱୟ ଓ ସଂହତିର ଜୀବନନାମା

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ପାଞ୍ଜିର କଥା ଉଠିଲେ ଆଉ ଦୁଇଟି ନାଁ ଆପେ ଆପେ ଚର୍ଚ୍ଚାକୁ ଚାଲିଆସେ- ଚନ୍ଦ୍ରଶେଖର ସିଂହ ସାମନ୍ତ ଓରଫ୍ ପଠାଣୀ ସାମନ୍ତ ଓ ଓଡିଶା କୋହିନୂର୍ ପ୍ରେସ୍ । ପାଞ୍ଜିର ଗଣକ ଓ ସଂକଳକ ନୈଷ୍ଠିକ ହିନ୍ଦୁ ହୋଇଥିବାବେଳେ ଏହାର…