Latest Odisha News

BREAKING NEWS

‘ତୀବ୍ର ଅବପାତ’ ପ୍ରଚଣ୍ଡ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଦୁର୍ବଳ ହେବ; କେଉଁ ଜିଲ୍ଲାରେ କେତେ ପବନ ବହିବ ଜାଣନ୍ତୁ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଅବପାତ ଯାହାକି ଦକ୍ଷିଣ-ଦକ୍ଷିଣପୂର୍ବ ପୁରୀ ଠାରୁ ୮୧୦ କିମି ଦୂରରେ ରହିଛି ତାହା ଆସନ୍ତା ୨୪ ଘଂଟା ମଧ୍ୟରେ ଘୂର୍ଣ୍ଣିଝଡରେ ପରିଣତ ହୋଇପାରେ । ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇ ନଭେମ୍ବର ୧୨ ତାରିଖ ସୁଦ୍ଧା ଦୁର୍ବଳ ହେବ ବୋଲି ଶିକ୍ଷା ଓ…

ଖୁବଶୀଘ୍ର ଏସସିବି ମେଡିକାଲ କଲେଜ ଏମ୍ସ ପ୍ଲସ ଅନୁଷ୍ଠାନ ଭାବେ ରୂପାନ୍ତରିତ ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବରେ ଗଢ଼ିତୋଳାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ସନ୍ଧ୍ୟାରେ ଏସସିବିର ଛାତ୍ରଛାତ୍ରୀ, ଅଧିକାରୀ ଓ ରାଜ୍ୟର ପ୍ରମୁଖ…

ଲଜ୍ଜା; ହେଡ଼ମାଷ୍ଟରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଶିକ୍ଷୟିତ୍ରୀ !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳର ଜଣେ ସ୍କୁଲ ଶିକ୍ଷୟିତ୍ରୀ ବୁଧବାର ଦିନ ଥାନାରେ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି । ଜଠିଆ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରତିକାନ୍ତ ଜେନା ସେହି ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ…

ବିକ୍ଷୋଭକାରୀଙ୍କୁ ଡରାଇବ ବିଦ୍ୟୁତ୍ ଲାଠି, ଲୋୟର ପିଏମଜିରୁ ଆରମ୍ଭ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଉଥିବା ବିକ୍ଷୋଭକାରୀଙ୍କୁ ଏବେ ସାବାଡ୍ କରିବ ବିଦ୍ୟୁତ୍ ଲାଠି । ଏହି ବିଦ୍ୟୁତ୍ ଲାଠିରେ କାହାର କିଛି କ୍ଷତି ହେବନି, କେବଳ ଯାହା ଆନ୍ଦୋଳନକାରୀଙ୍କୁ କରେଣ୍ଟ୍ ଝଟକା ଲାଗିବ । ରାଜ୍ୟ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ…

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ବିଜ୍ଞପ୍ତି; ପଢନ୍ତୁ ସବିଶେଷ ବିବରଣୀ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ର ୨୦୧୯ ପ୍ରିଲିମିନାରୀ ପରୀକ୍ଷା ଲାଗି ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) ଯୋଗ୍ୟ ପ୍ରାର୍ଥୀମାନଙ୍କ ନିକଟରୁ ଦରଖାସ୍ତ ଆବେଦନ କରୁଛନ୍ତି । ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପ୍ତି…

ପୂଜ୍ୟ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ

ଭୁବନେଶ୍ୱର: ପଣ୍ଡିତ ନୀଳକଣ୍ଠ ଦାସ ସତ୍ୟବାଦୀର ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଥିଲେ । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟତମ ସହଯୋଗୀ ମଧ୍ୟ ଥିଲେ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ପୂଣ୍ୟତିଥି ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଓ ସମାଜ ପ୍ରତି ତାଙ୍କର ଯୋଗଦାନ ବିଷୟରେ ମନେ ପକେଇବା । ୧. ପୁରୀ…

ପେଡିକିଓର କରାଇବା ପରେ କେମିତି ନେବେ ପାଦର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ପାଦକୁ ଅଧିକ ସୁନ୍ଦର କରିବା ପାଇଁ ପେଡିକିଓର କରାଯାଏ । ତେବେ ପେଡିକିଡର କରିବା ପରେ ଯେ ଆପଣଙ୍କ କାମ ସରିଗଲା ସେପରି ଭାବନ୍ତୁ ନାହିଁ । ଏହାପରେ ମଧ୍ୟ ଆପଣଙ୍କୁ ପାଦର ଯତ୍ନ ନେବା ପାଇଁ ପଡିବ । ଜାଣନ୍ତୁ, ପେଡିକିଓର ପରେ କିପରି ନେବେ ପାଦର ଯତ୍ନ.. -ପ୍ରତିଦିନ ଶୋଇବା…

ମଣିଷର ପ୍ରକୃତ ବନ୍ଧୁ କୁକୁର: ମାଲିକର ପିଲାଙ୍କୁ ବଞ୍ଚାଇବାକୁ ଯାଇ କୁକୁର ଦେଲା ପ୍ରାଣବଳି

ଭୁବନେଶ୍ୱର: ବଲିଉଡ ଚଳଚ୍ଚିତ୍ର ତେରୀ ମେହେରବାନିଆର କାହାଣୀ ମନେ ପଡିଲେ ଆଖିଆଗରେ ନାଚି ଯାଏ ମଣିଷର ପ୍ରକୃତ ବନ୍ଧୁ କୁକୁରର ବିଶ୍ୱସ୍ଥନିୟତା କଥା । ଭୁବନେଶ୍ୱରର ବାହାରେ ଥିବ ଯାଆଁଳା ପୋଲିସ ଷ୍ଟେସନ ଅନ୍ତର୍ଗତ ମୁଣ୍ଡମୁହାଁଣ ଗ୍ରାମରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁକୁର ଯେ ମଣିଷର…

ଆଇଏମଡ଼ିର ପୂର୍ବାନୁମାନକୁ ଲକ୍ଷ୍ୟ ରଖି ସରକାର ପଦକ୍ଷେପ ଗ୍ରହଣ କରିବେ: ଏସଆରସି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ କ୍ରମେ ଓଡିଶା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତଥିବା ବୁଧବାର ଦିନ ଓଡିଶା ସରକାର ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ଜାତୀୟ ପାଣିପାଗ…