Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୯ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟାକୁ ୧୮୪ ଛୁଇଁଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୫ଟି ସ୍ଥାନୀୟ ମାମଲା ଏବଂ ଚାରିଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ତେବେ ସମସ୍ତ ରୋଗୀଙ୍କୁ କୋଭିଡ…

ସ୍ନାନଯାତ୍ରା ଭଳି ରଥଯାତ୍ରା କରାଯାଉ: ପିସିସି ସଭାପତି

ଭୁବନେଶ୍ୱର: ରଥଯାତ୍ରା ନେଇ ସରକାର ପୁନଃବିଚାର କରିବା ଉଚିତ କି । ଆଜି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଭିତରେ ରଥଯାତ୍ରା କରିହେବ । ସଟଡାଉନ୍ କରି ସ୍ନାନ ଯାତ୍ରା ଭଳି ରଥଯାତ୍ରା କରନ୍ତୁ ସରକାର । ସେପଟେ ବରିଷ୍ଠ ବିଜେପି…

ଓଡିଶାର ୨ ନୂଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କଲେ ରାଜ୍ୟପାଳ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ପ୍ରଫେସର ଦୀପକ କୁମାର ବେହେରା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯଥାକ୍ରମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମନୋନୀତ ହୋଇଛନ୍ତି । ଉଭୟ ଦୀପକ ଏବଂ…

ରଥଯାତ୍ରା ଅନୁମତି ନେଇ ପୁଣି ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର: ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ନେଇ ସୁପ୍ରିମକୋର୍ଟରେ ତିନି ତିନିଟି ପିଟିସନ ଦାଖଲ ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ନୟାଗଡର ଆଫତାବ ହୁସେନଙ୍କ ଦ୍ୱାରା ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି । ନିଜ ଆବେଦନରେ ଆଫତାବ ଦର୍ଶାଇଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ପୁରୀର ରଥଯାତ୍ରା…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମରେ ଶନିବାର ଦିନ ଏକ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ମିଶାଇ କଟକରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୬ ପହଞ୍ଚିଛି। ସୂଚନାନୁଯାୟୀ କଟକ ଜିଲ୍ଲାରେ ୧୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରେ କଟକ ମହାନଗର ନିଗମର ଜଣେ…

ମେ’ ଅପେକ୍ଷା ଜୁନରେ ରାଜ୍ୟରେ ଅଧିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪ ହଜାର ୮୫୬ ଜଣ । ଗତ ୨୪ ଘଣ୍ଟାରେ ବାହାରିଛି ନୂଆ ୧୭୯ ପଜିଟିଭ୍ କେସ୍ । ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି ମେ ମାସ ଅପେକ୍ଷା ଜୁନରେ ସଂକ୍ରମଣ ବଢ଼ିଛି । ଜୁନ୍ ୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨ ହଜାର ୨୪୫ ।…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୨ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1274221605414002689?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍…

ଗଞ୍ଜାମ ଜିଲ୍ଲାରେ ଛଅ କୋଭିଡ ଯୋଦ୍ଧାଙ୍କ ସହ ୫୭ କରୋନା ପଜିଟିଭ; ସୂଚନା ଦେଲେ ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ୬ କରୋନା ଯୋଦ୍ଧାଙ୍କ ସହ ୫୭ଟି ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୮୫୩କୁ ଛୁଇଁଛି। ନୂତନ ମାମଲାଗୁଡ଼ିକ ମଧ୍ୟରୁ ଚାରିଜଣ ସୋରଡା, ଦୁଇଜଣ ଲେଖାଁଏ ଆସ୍କା, ଭଞ୍ଜନଗର, ବେଲଗୁଣ୍ଠ, ଜେଏନପି ଏବଂ…

ବ୍ରାଜିଲରେ ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୫୪ ହଜାର ପଜିଟିଭ୍

କରୋନା ପ୍ରହାରରେ ତ୍ରାହି ତ୍ରାହି ଡାକୁଛି ବ୍ରାଜିଲ୍ । ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୭୭୧ ନୂଆ ଆକ୍ରାନ୍ତ । କରୋନା ମହାମାରୀ ଦିନଠୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟା ଲୋକ ସଂକ୍ରମିତ ହୋଇ ନଥିଲେ । ବ୍ରାଜିଲରେ ଭୂତାଣୁ…

ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଏବଂ ଜଣେ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ନରସିଂହପୁରର ପିଇଓ ପ୍ରତାପ ନାୟକ ଏବଂ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ବୋଲି ଜଣାପଡିଛି। ସେମାନେ ଗତ ୧୮ ମାସ…