Latest Odisha News

BREAKING NEWS

୪୨ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ସର୍ବାଧିକ ୩୦୪ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୦୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

‘ପିତୃତ୍ୱ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଫାଦର୍ସ ଡେ’ ତଥା ପିତୃତ୍ୱ ଦିବସ ଅବସରରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ତାଙ୍କର ବାଲୁକା କଳା ମାଧ୍ୟମରେ ଆଜି…

ନବରଙ୍ଗପୁରର ୨ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ନବରଙ୍ଗପୁର: କରୋନା ପଜିଟିଭ ଚିହ୍ନଟ ହେବାପରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକର ଦୁଇଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି । ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସୂଚନାଅନୁଯାୟୀ କରଗନ ମାଝି ସାହି ଏବଂ ଭଣ୍ଡାରିଗୁଡା ଗାଁର ଦୁଇଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ…

ଟ୍ରମ୍ପ କହିଲେ ସୀମା ବିବାଦ ନେଇ ଭାରତ-ଚୀନ ସହ କଥା ହେଉଛି

ଓ୍ବାଶିଂଟନ୍: ଗଲଓ୍ବାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ତେଜିଛି ସୀମା ବିବାଦ । ଚୀନକୁ ଭାରତ ଚେତେଇ ଦେଇଛି, ଉସୁକାଇଲେ ବରଦାସ୍ତ କରାଯିବନି । ବ୍ୟର୍ଥ ଯିବନି ୨୦ ଯବାନଙ୍କ ବଳିଦାନ । ବିବାଦ ତେଜୁଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଦୁଇ…

ଘୋଷ ଯାତ୍ରା ଓଡିଆ ସ୍ୱାଭିମାନର ପ୍ରତୀକ

ମୁଁ  ଭକ୍ତ ସାଲବେଗ ନୁହେଁ, ନା ମୁଁ ବଳରାମ ଦାସ, ନା ଦାସିଆ ବାଉରୀ, ନା ଗଣମାଧ୍ୟମରେ ସିଧା ପ୍ରସାରଣର ଭାଷ୍ୟକାର, ନା ମୁଁ ମହାପ୍ରଭୁଙ୍କୁ ରତ୍ନ ବେଦୀରେ ଅଟକାଇ ଦେବି। ହେଲେ ମହାପ୍ରଭୁଙ୍କ ସଙ୍ଗେ କିଛି ନିଜର ଭାବ ଅବା ଅଭିମାନ ଥିବା ହେତୁ ଇଚ୍ଛା ହେଲା କିଛି ପରିପ୍ରକାଶ କରିବା ପାଇଁ।…

ସାତ ଦିନରେ ଗଞ୍ଜାମ ଜିଲ୍ଲାରୁ ୨୦୦ ପଜିଟିଭ୍

ଗଞ୍ଜାମ: ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୯ଶହ । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହୋଇଛନ୍ତି ୮୯୧ ଜଣ । ଗତ ସପ୍ତାହେ ଭିତରେ ଚିହ୍ନଟ ହୋଇଛନ୍ତି ନୂଆ ୨୦୧ ପଜିଟିଭ୍ । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତ ୧୫ ତାରିଖରେ ୮ ପଜିଟିଭ୍ ବାହାରିଥିବା ବେଳେ…

କେବେ ବଡ ସୂର୍ଯ୍ୟ, କେବେ ଛୋଟ ସୂର୍ଯ୍ୟ

ସୂର୍ଯ୍ୟ ଚାରିପଟେ ସମସ୍ତ ଗ୍ରହ ଏକ ଅଣ୍ଡାକାର ପଥରେ ଘୁରୁଛନ୍ତି । ସପ୍ତଦଶ ଶତାବ୍ଦୀରେ ଜର୍ମାନ ବୈଜ୍ଞାନିକ ଜୋହାନସ କେପରଲ ଏହା ପ୍ରମାଣ କରିଥିଲେ । ଅଣ୍ଡାକାର କକ୍ଷରେ ଘୁରିବା ବେଳେ ଯେତେବେଳେ ପୃଥିବୀ ସୂର୍ଯ୍ୟଠାରୁ କମ ଦୂରତା (୧୪.୭୧କୋଟି କିମି) ରେ ରହେ ସେତେବେଳେ ସୂର୍ଯ୍ୟର ଆକାର ବଡ…

‘ପିତା’ଙ୍କ ପାଇଁ ସମର୍ପିତ ଦିନଟିଏ: ଜାଣନ୍ତୁ, କେବେଠୁ ହେଉଛି ପାଳିତ

ଭୁବନେଶ୍ୱର: ପ୍ରତିବର୍ଷ ଜୁନମାସର ତୃତୀୟ ରବିବାରରେ ଭାରତ ସମେତ ବିଶ୍ୱର ବହୁ ଦେଶରେ‘ଫାଦର୍ସ ଡ଼େ’ ବା ‘ବିଶ୍ୱ ପିତୃତ୍ୱ ଦିବସ’ ଭାବେ ପାଳନ କରାଯାଏ। କୁହାଯାଏ, ପିତା ଓ ମାତା ଭଗବାନଙ୍କ ଦ୍ୱିତୀୟ ରୂପ । ସନ୍ତାନଙ୍କ ଜୀବନରେ ଦୁହିଁଙ୍କର ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭୂମିକା…

ବର୍ଷକୁ ୭ଥର ହୁଏ ଗ୍ରହଣ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅତିକମରେ ୨ଟି ଏବଂ ଅତି ବେଶୀରେ ୫ଟି ଗ୍ରହଣ ହୋଇଥାଏ । ତେବେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ପରାଗର ମୋଟ ସଂଖ୍ୟା ସର୍ବାଧିକ ୭ ହେବ । ପୁଣି ସୂର୍ଯ୍ୟ ପରାଗ ଏକା ଆସେନି । ଚନ୍ଦ୍ରଗ୍ରହଣର ୧୫ଦିନ ଆଗରୁ ବା ୧୫ ଦିନ ପରେ ସୂର୍ଯ୍ୟ ପରାଗ ପଡେ । ସୂର୍ଯ୍ୟ ପରାଗ ଏବଂ…

ସୂର୍ଯ୍ୟ ପରାଗ : ଆକାଶରେ ଛାଇ ଆଲୁଅର ଖେଳ

ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ ଏସବୁ କେବଳ ମହାକାଶରେ ଛାଇ ଆଲୁଅର ଖେଳ । ପୃଥିବୀରୁ ଆମେ ଦୁଇ ପ୍ରକାର ଗ୍ରହଣ ଦେଖୁ । ସୂର୍ଯ୍ୟ ପରାଗ ହୁଏ ଅମାବାସ୍ୟା ଦିନ । ଚନ୍ଦ୍ରର ଛାଇ ଭିତରେ ପୃଥିବୀ ଅତିକ୍ରମ କରିବା ବେଳେ କିଛି ସମୟ ପାଇଁ ସୂର୍ଯ୍ୟ ଲୁଚିଯାଏ । ଠିକ ସେହି ଭଳି ପୂର୍ଣ୍ଣମୀରେ…