Latest Odisha News

BREAKING NEWS

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ଶୁଣାଣିର ଲାଇଭ୍ ଦେଖିପାରିବେ ଲୋକ

ନୂଆଦିଲ୍ଲୀ: କୋର୍ଟରେ ଭିଡିଓ କନଫରେନ୍ସିଂରେ ହେଉଥିବା ମାମଲା ଶୁଣାଣିର ଏଣିକି ସିଧାପ୍ରସାରଣ ଦେଖିପାରିବେ ସାଧାରଣ ଲୋକ । ଏଭଳି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏସମ୍ପର୍କିତ ନିର୍ଦ୍ଦେଶନାମା ବି ଜାରି କରିଛନ୍ତି । ଯେଉଁ ସବୁ ମାମଲାର ଶୁଣାଣି ବନ୍ଦ କୋଠରୀରେ ହେଉ…

ଦେଶରେ ୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୪,୧୦,୪୬୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

୧୦ କରୋନା ଯୋଦ୍ଧାଙ୍କ ସମେତ ଗଞ୍ଜାମରେ ୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୩୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ ।…

ସେନା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟରୁ ଜଣାପଡିଛି ।…

ଓଡିଶାର ୫ ଜିଲ୍ଲାରେ ଝଡବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା, ସୁନ୍ଦରଗଡ, ପୁରୀ, ଜଗତସିଂହପୁର ଓ…

ଯୋଗମୁଦ୍ରାରେ ଯବାନ

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ କରିଛନ୍ତି ଭାରତୀୟ ଯବାନ । ସୀମାକୁ ସୁରକ୍ଷା ଦାୟିତ୍ବରେ ମୁତୟନ ଯବାନମାନେ ଯୋଗମୁଦ୍ରାରେ ନଜର ଆସିଛନ୍ତି । ଲଦଖ ଓ ଜମ୍ମୁ କାଶ୍ମୀର ସୀମାରେ ଇଣ୍ଡୋ-ତିବେତାନ୍ ବୋର୍ଡର ପୋଲିସ ବା ଆଇଟିବିପି ଯବାନମାନେ ଯୋଗ କରିଛନ୍ତି । ସାମଜିକ ଦୂରତା ରକ୍ଷା…

ଅନ୍ତର୍ଜାତୀୟ ଯୋଗ ଦିବସ, ମୋଦିଙ୍କ ବାର୍ତ୍ତା ‘ଯୋଗ ଆଣେ ଏକତା’

ଭୁବନେଶ୍ୱର : ଆଜି ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଘରେ ରହି ପରିବାର ସହ ଯୋଗ କରନ୍ତୁ’ । ସକାଳୁ ଇଲୋକ୍ଟ୍ରୋନିକ୍ସ ଓ ଡିଜିଟାଲ ପ୍ଲାଟଫର୍ମରେ ପାଳନ ଆରମ୍ଭ ହୋଇଛି ଯୋଗ ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଅନଲକ୍-୧ ପରେ ଲକ୍ଷେ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ମୃତ୍ୟୁବରଣ କଲେଣି ୧୩ ହଜାର ଲୋକ । ଆମେରିକା, ବ୍ରାଜିଲ, ଋଷିଆ ପରେ ଭାରତ ହେଉଛି ବିଶ୍ୱରେ ଚତୁର୍ଥ ସର୍ବାଧିକ ପ୍ରଭାବିତ ଦେଶ । ଦେଶର କରୋନା ଗ୍ରାଫ ଦର୍ଶାଉଛି ଦେଶରେ ଲକଡାଉନ୍ କଟକଣା କୋହଳ, ପ୍ରବାସୀ ଫେରିବା ପରେ…

ବ୍ରିଟେନରେ ଜାହାଜ ଭିତରେ ୧୫ ଶହ ଭାରତୀୟ ଅଟକ, ଉଦ୍ଧାର ପାଇଁ ଅପିଲ୍

କରୋନା ଯୋଗୁ ବ୍ରିଟେନରେ ହାଜାଜରେ ଫସି ରହିଛନ୍ତି ଭାରତୀୟ । ପାଣି ଭିତରେ ତିନି ମାସ ହେବ ରହିଲେଣି ୧୫ ଶହ ଭାରତୀୟ ନାଗରିକ । ଲଣ୍ଡନର ତିଲବୁରି ସମେତ ଆଉ କିଛି ବନ୍ଦରରେ ପାଞ୍ଚଟି ଜାହାଜ ଅଟକ ରହିଛି । କରୋନା ଯୋଗୁ ସେସବୁ ଜାହାଜକୁ ଅଟକାଇ ଦେଇଛି ଲଣ୍ଡନର ସାମୁଦ୍ରିକ ଓ ତଟରକ୍ଷୀ ବାହିନୀ…

କେମିତି ନିରାପଦରେ ଦେଖିପାରିବେ ପରାଗ

ଆଜି ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ଏହା ପୂର୍ବାହ୍ନ ପ୍ରାୟ ୧୦ଟା ୨୦ରୁ ଆରମ୍ଭ ହୋଇ ଦିନ ୨ଟା ୨୦ରେ ମୋକ୍ଷ ହେବ । ତେବେ ଦିନ ୧୨.୧୫ ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ପରାଗ ଅନୁଷ୍ଠିତ ହେବ । ତେବେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା କ୍ଷତିକାରକ । ତେଣୁ ପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି…