ମଧୁମେହ ରୋଗର ନିଶ୍ଚିତ ପ୍ରତିକାର ରହିଛି ଏହି ପରିବାରେ !
ଭୁବନେଶ୍ୱର: କଥାରେ ଅଛି ଯାହା ପାଟିକୁ ପିତା ତାହା ଦେହକୁ ହିତ । କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।
ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହା ରାମବାଣ ପରି କାର୍ଯ୍ୟ କରିଥାଏ ।
କଲରାରେ ଆଇରନ୍, ମାଗ୍ନେସିୟମ ଏବଂ ଭିଟାମିନ୍-ସି…