Latest Odisha News

BREAKING NEWS

କରୋନା ସଂକ୍ରମଣରେ ପୋଲିସ ବାବୁଙ୍କ ମୃତ୍ୟୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବଡମାଳ ଥାନା ସବ-ଇନ୍ସପେକ୍ଟର ରାଜ କିଶୋର ସମଦଙ୍କର ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଗତ ୧୫ ଦିନ ପୂର୍ବରୁ କୋଭିଡ ଡାକ୍ତରଖାନାରେ…

ଆସନ୍ତୁ ଜାଣିବା ମହାଭାରତ ଯୁଦ୍ଧ ପରେ କିପରି ଧୃତରାଷ୍ଟ୍ର, ଗାନ୍ଧାରୀ ଓ କୁନ୍ତୀଙ୍କ ମୃତ୍ୟୁ ହୋଇଥିଲା

ପୁରୀ: ଦୁର୍ଯ୍ୟୋଧନଙ୍କୁ ଭୀମ ହତ୍ୟା କରିବା ପରେ ମହାଭାରତ ଯୁଦ୍ଧର ସମାପ୍ତି ହୋଇଥିଲା । କୌରବଙ୍କ ପରାଜୟ ପରେ ଯୁଧିଷ୍ଠିର ରାଜା ହେଲେ । ଧୃତରାଷ୍ଟ୍ର ଓ ଗାନ୍ଧାରୀ ଜୀବିତ ଥିବାରୁ ସେମାନେ ମଧ୍ୟ ପାଣ୍ଡବମାନଙ୍କ ସହ ମିଶି ରହିଥିଲେ । କୁନ୍ତୀ ସେମାନଙ୍କ ସମସ୍ତ ଦାୟିତ୍ୱ ତୁଲାଉଥିଲେ ।…

ଅନୁଭବ ମହାନ୍ତିଙ୍କ ଭାବପୂର୍ଣ୍ଣ ଚିଠି, ସେପଟେ ଜବାବ ଦେଲେ ବର୍ଷା

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ଯାତନା ନେଇ କୋର୍ଟରେ କରିଥିବା ମାମଲା ଓ ସେପଟେ ଅନୁଭବ ମହାନ୍ତିଙ୍କ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଆବେଦନ । ଗତ ୬ ତାରିଖରୁ ଏହି ଦୁହିଁଙ୍କ ସମ୍ପର୍କ ଦାଣ୍ଡରେ ପଡି ହାଟରେ ଗଡୁଛି । କେହି କାହାରିକୁ ଦୋଷାରୋପ କରିବାରେ…

ସୁସ୍ଥ ଆଖି ପାଇଁ ନିଅନ୍ତୁ ଏଭଳି ଯତ୍ନ

ଭୁବନେଶ୍ୱର: ଆଜିକାର ସମୟରେ ଅନେକ ବ୍ୟକ୍ତି ମୋବାଇଲ ଓ ଲାପଟପରେ ଅଧିକ ସମୟ ବିତାଉଥିବା ଜଣାପଡିଛି । ଯାହା ଫଳରେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ । ଯେଉଁଥିପାଇଁ ଆଖି ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ଭାବେ ଆଖିର ଯତ୍ନ ନେବେ... କମ୍ପ୍ୟୁଟର କିମ୍ବା…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୮୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୮୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୭୮୭ ଜଣଙ୍କ ମଧ୍ୟରୁ ୧୧୪୫ ଜଣ ଖୋର୍ଦ୍ଧା, ୨୩୦ ଜଣ କଟକରୁ, ୧୯୨ ଜଣ ପୁରୀରୁ, ୧୫୩ ଜଣ ମୟୁରଭଞ୍ଜରୁ,…

ଭୁବନେଶ୍ୱରରେ ୧୪ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୪୫ ଜଣ…

ଆସିଲା ଫୋର୍ବସ ଧନୀ ତାଲିକା, ପ୍ରଥମରେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ, ଷଷ୍ଠରେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଆସିଲା ଫୋର୍ବସର ବିଶ୍ୱ ଧନୀ ତାଲିକା । ତେବେ ଚଳିତଥର ମଧ୍ୟ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ । ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୮୮.୩ ବିଲିୟନ ଡଲାର ରହିଛି । ୨ୟ ସ୍ଥାନରେ ଅଛନ୍ତି ବର୍ନାଡ ଆର୍ନଲ୍ଟ, ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୧୪.୫…

ସ୍ୟାଣ୍ଡାଲଉଡ ଡ୍ରଗ୍ସ ସ୍କାଣ୍ଡାଲ: ଅଭିନେତ୍ରୀ ସଞ୍ଜନା ଗିରଫ

ମୁମ୍ବାଇ:ସ୍ୟାଣ୍ଡଲଉଡ ଡ୍ରଗ୍ସ ଲିଙ୍କରେ ରାଗିନୀ ଦ୍ୱିବେଦୀଙ୍କ ପରେ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ସଞ୍ଜନା ଗଲରାନୀ ସେଂଟ୍ରାଲ କ୍ରାଇମବ୍ରାଂଚ ଦ୍ୱାରା ଗିରଫ ହୋଇଛନ୍ତି । ସଞ୍ଜନାଙ୍କ ଘରେ ଚଢ଼ାଉ କରି ସିସିବି ଅଧିକାରୀମାନେ ତାଙ୍କୁ ଗିରଫ କରି ପଚରାଉଚରା କରିବା…

ରିିୟା ଗିରଫ ପରେ ଏମିତି କହିଲେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିିତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି । ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା । ରିୟା ଗିରଫ ହେବାପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା…

‘ଲକ୍ଷଣଯୁକ୍ତ ନେଗେଟିଭ ବ୍ୟକ୍ତିିଙ୍କ ଆର୍‌ଟିପିସିଆର୍ ଟେଷ୍ଟ ଆବଶ୍ୟକ’

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ଦିନକୁ ଦିନ ମହାମାରୀ ଉଗ୍ର ରୂପ ଧାରଣ କରୁଛି । ଏହାରି ଭିତରେ ସଠିକ୍ ଟ୍ରେସିଂ ଏବଂ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଆଜିର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶୀଘ୍ର ରେଜଲ୍ଟ…