Latest Odisha News

BREAKING NEWS

୪୫୨ ବର୍ଷର ଇତିହାସରେ ୩୨ ଥର ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ହେବନି ପୁରୀ ରଥଯାତ୍ରା । ବଡଦାଣ୍ଡରେ ଗଡିବନି ବଡଠାକୁରଙ୍କ ରଥ । ଅଜି ଏନେଇ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷାଯାତ୍ରା ବନ୍ଦ ହେବା ପ୍ରଥମ ନୁହେଁ । ୪୫୨ ବର୍ଷର ଇତିହାସରରେ ୩୨ ଥର ବନ୍ଦ ହୋଇଛି…

ଭାଙ୍ଗିଲେ ଲକଡାଉନ ନିୟମ, ଗଣିଲେ ୩୩,୯୦୦ ଟଙ୍କା ତଣ୍ଡ

ଗଞ୍ଜାମ: ଲକଡାଉନ ନିୟମ ଭାଙ୍ଗିଲେ ଅମାନିଆ । ଗଣିଲେ ମୋଟା ଅଙ୍କର ତଣ୍ଡ । ଗଂଜାମ ଜିଲ୍ଲା ବେଲଗୁଣ୍ଠାରେ ଆଜି ଲକଡାଉନ ନିୟମ ଭଙ୍ଗ ଅଭିଯୋଗରେ କେତେଜଣ ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଛି । ଲକଡାଉନ ସମୟ ବେଳେ ବାଇକରେ ବୁଲୁଥିବା କେତେକ ଯୁବକଙ୍କଠାରୁ ତହସିଲଦାର ୧୭,…

ସୁଶାନ୍ତଙ୍କୁ ଖୋଜୁଛି ‘ଫଜ୍‌’: ରୁମ୍ ବାହାରେ ଅପେକ୍ଷା କରିଛି ପୋଷା କୁକୁର

ମୁମ୍ବାଇ: ସୁଶାନ୍ତଙ୍କୁ ଖୋଜୁଛି ଫଜ୍ । ତାଙ୍କ ଫେରିବା ବାଟକୁ ଚାହିଁ ବସିଛି ଅଭିନେତା ସୁଶନ୍ତ ସିଂହ ରାଜପୁଜଙ୍କ ପୋଷା କୁକୁର । ତିନି ଦିନ ହେଲା ତାଙ୍କ ଅପେକ୍ଷାରେ ରୁମ୍‌ରେ ବାହାରେ ବସି ରହିଛି । କେତେବେଳେ ସୁଶାନ୍ତ ରୁମ୍‌ରୁ ବାହାରିବେ । ନା ଖାଉଛି, ନା ପିଉଛି । କେବଳ ତା’ ମାଲିକ…

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟା ୭.୪୫ରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଏଥିରେ ଶ୍ରୀମନ୍ଦିର ରଥଯାତ୍ରା ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ଆଡଭୋକେଟ ଜେନେରାଲ ଉପସ୍ଥିତ ରହିବେ । ଏହାଛଡା ଶ୍ରୀମନ୍ଦିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର, ଆଇନ ସଚିବ ଏବଂ ଶ୍ରୀମନ୍ଦିର ମୁଖ୍ୟ…

ଭୁବନେଶ୍ୱରରେ ପୁଣି ୩ କୋଭିଡ ଯୋଦ୍ଧାଙ୍କ ସମେତ ୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ପଜିଟିଭ ବାହାରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ୯ ଜଣ ଅଛନ୍ତି । ୪ ଜଣ ହୋମ୍‌କ୍ୱାରେଂଟିନ୍‌ର ଥିବା ବେଳେ ୩ ଜଣ କୋଭିଡ ଯୋଦ୍ଧା ଅଛନ୍ତି ଏବଂ ଅନ୍ୟ ୨ଟି ଲୋକାଲ କେସ୍ ରହିଛି ।…

ଗଜପତି ଜିଲ୍ଲାର ଏହି ଦୁଇ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗଜପତି: ଗଜପତି ଜିଲ୍ଲାର ଗୋସାନି ବ୍ଲକ ଅନ୍ତର୍ଗତ ଦୁଇଟି ଗ୍ରାମକୁ ଗୁରୁବାର ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି। ବ୍ଲକର ଉପାଲଡା ଏବଂ ତମ୍ପାର୍କକିଟି ଗାଁର ତିନି ଜଣ ବ୍ୟକ୍ତି କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ଏହି ଗ୍ରାମଗୁଡ଼ିକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ…

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା…

ପୁରୀରେ ମହିଳା ଏଏସଆଇ କରୋନା ପଜିଟିଭ

ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନାର ଜଣେ ମହିଳା ପୋଲିସ୍ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମାଶଙ୍କର ଦାଶ ଗୁରୁବାର କହିଛନ୍ତି ଯେ ନିକଟ ଅତୀତରେ ଏହି ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗିରଫ ହୋଇଥିବା ଜଣେ ଅପରାଧୀଙ୍କ…

୫ଶହ ବର୍ଷ ତଳର ମନ୍ଦିରର ପୁନଃଉଦ୍ଧାର ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନୟାଗଡରେ ଠାବ ହୋଇଥିବା ୫ ଶହ ବର୍ଷ ତଳର ମନ୍ଦିରର ପୁନଃଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ଏହି…

ଭଡା ବୃଦ୍ଧି ଓ ରୋଡ୍ ଟାକ୍ସ ଛାଡ ଦାବି କଲା ଟ୍ରକ ମାଲିକ ସଂଘ

ଭୁବନେଶ୍ୱର: ବସ୍ ମାଲିକ ସଂଘ ପରେ ଆଜି ଟ୍ରକ ମାଲିକ ସଂଘ ରୋଡ୍ ଟାକ୍ସ ଛାଡ ନେଇ ସରକାରଙ୍କୁ ଦାବି ଜଣାଇଛି । ପରିବହନ ମନ୍ତ୍ରୀଙ୍କୁ ଭେଟି ଭଡା ବୃଦ୍ଧି କରିବାକୁ ମଧ୍ୟ ଟ୍ରକ ସଂଘ ଦାବି କରିଛି । ଟ୍ରକ ମାଲିକ ସଂଘ କହିଛି, କରୋନା ପାଇ ଲକଡାଉନ୍ ଜାରି ରହିଥିବାରୁ ବର୍ତ୍ତମାନ ସ୍ଥିତିରେ…