କଟକଣା ମଧ୍ୟରେ ଖୋଲାଯାଉ ମନ୍ଦିର ଓ ଧର୍ମାନୁଷ୍ଠାନ: ଓଡିଶା ମନ୍ଦିର ସେବାୟତ ସଂଘ
ଭୁବନେଶ୍ୱର: ରାଜ୍ୟର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବାକୁ ଦାବି କରିଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ସାରାଦେଶରେ ଜୁନ ମାସ ୮ ତାରିଖରୁ ମନ୍ଦିର ଖୋଲା ଯାଇଥିବା ବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର କିମ୍ବା ଧର୍ମାନୁଷ୍ଠାନ ଖୋଲା…