Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୧୦-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅକ୍ଟୋବର ମାସ ତା ୨୮ରିଖ ସୋମବାର ତୁଳା ୧୧ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ…

ପବିତ୍ର ଦୀପାବଳି ଅବସରରେ ବଡ଼ଦାଣ୍ଡରେ ‘ବଡ଼ବଡୁଆ’ ଡାକିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଛି। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି ରହିଛି । ଏହି ଅବସରରେ ବଡବଡୁଆ ଡକାଯିବାର ପରମ୍ପରା ରହିଛି । ପିତୃପୁରୁଷଙ୍କୁ ସ୍ୱସ୍ଥାନ ଫେରିବା ପାଇଁ ଆଲୋକ ଦେଖାଇବା ଏହାର ଉଦ୍ଦେଶ୍ୟ। ଏହା ଏକ…

ପିଲାଙ୍କ ଗହଣରେ ଦୀପାବଳି ପାଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲାମାନଙ୍କ ସହ ପାଳନ କଲେ ଦୀପାବଳି । ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଭିଲେଜରେ ପିଲାଙ୍କ ସହ ବଡ଼ ଖୁସିରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବୀନ ଛୋଟଛୋଟ ପିଲାଙ୍କ ସହ…

କଳାହାଣ୍ଡି ଶିଳ୍ପୀଙ୍କ କଳାଚାତୁରୀ; ମୂର୍ତ୍ତିରେ ଭରିଦେଉଛନ୍ତି ଜୀବନ…

ନିର୍ଜୀବକୁ ଜୀବନ୍ତ ରୂପ ଦେବା ସହିତ କଳା ସଂସ୍କୃତି ପରମ୍ପରାରେ କଳାହାଣ୍ଡି ଜିଲ୍ଲା ବେଶ ଆଗରେ । ଐତିହ୍ୟ ଓ ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର କଳାହାଣ୍ଡି ଆଜି ସୁନାର କଳାହାଣ୍ଡି ଭାବେ ପରିଚିତ । ପୂର୍ବ ପୁରୁଷରୁ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଥିବା କାଠ ଶିଳ୍ପୀ ଗାଁ ଭାବରେ ଖଇରପଦର…

ଆଜିବି ଆସୁଛି ଚିଠି; ଏବେବି ବଞ୍ଚିଛି ଡାକଘର…

ଚିଠି ଆସିଛି ଚିଠି.................. ଏହି ସ୍ୱର, ଏ ଡାକ ଆଉ ଶୁଣିବାକୁ ମିଳୁନି । ଯିଏ ଶୁଣିଛି ସିଏ କେବେ ଭୁଲିପାରିବ ନାହିଁ । ଗାଁ ଦାଣ୍ଡରେ ଡାକବାଲାର ସେହି କର୍କଶ ସ୍ୱର ସହ ତା’ ସାଇକେଲ୍ ଘଂଟିର କ୍ରିଂ କ୍ରିଂ ଶବ୍ଦ କାହାକୁ ଖୁସି ବାଂଟୁଥିବା ବେଳେ କାହାକୁ ଦୁଃଖରେ ମ୍ରିୟମାଣ…

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1188292416270266371?s=08 ଏହି ଅବସରରେ…

ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମନୋହର ଖଟ୍ଟର

ଚଣ୍ଡିଗଡ: ନିକଟ ଅତୀତରେ ହରିୟାଣା ବିଧାନସଭା ନିର୍ବାଚନରେ ଝୁଲା ସରକାରକୁ ନେଇ ଗଢି ଉଠିଥିବା ସମସ୍ତ କଳ୍ପନାଜଳ୍ପନାର ପରିଶେଷରେ ଅନ୍ତ ଘଟିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ହରିୟାଣାରେ ବିଜେପି ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ ହେବାକୁ ଯାଉଛି । ପ୍ରାପ୍ତ…

ପୁରପଲ୍ଲୀରେ ପରିଚିତ ପାଲା ଗାୟକ: ବାଗ୍ମୀ ନାରାୟଣ ମହାରଣା

ଭୁବନେଶ୍ୱର: ପ୍ରସିଦ୍ଧ ପାଲା ଗାୟକ ଭାବେ ଗାୟକ ବାଗ୍ମୀ ନାରାୟଣ ମହାରଣା ଓଡିଶାର ପୁରପଲ୍ଲୀରେ ପରିଚିତ । ଉଚ୍ଚକୋଟୀର ଗାୟନ ଶୈଳୀ ପାଇଁ ପାଲା ଜଗତରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଯେଉଁ ସମୟରେ ଯୁବପୀଢି ପାଲାଠାରୁ ଦୂରେଇ ଯାଉଥିବାର କୁହାଯାଉଛି, ସେହି ସମୟରେ ନାରାୟଣ ମହାରଣାଙ୍କ…

କଣପାଇଁ ଏ ଦୀପ? କାହିଁକି ଏ ଦୀପାବଳି?

ଆନନ୍ଦ ଆଲୋକର ପର୍ବ ଦୀପାବଳି । ସମଗ୍ର ଭାରତ ବର୍ଷରେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଏହି ଉତ୍ସବକୁ 'ଆଲୋକ ଆଗମନ ଦିବସ' ଭାବେ ମହାସମାରୋହରେ ପାଳନ କରିଥାନ୍ତି । ଦୀପ+ଆବଳି = ଦୀପାବଳି । ଦୀପ ସମୂହକୁ ଆମେ ଦୀପାବଳି କହିଥାଉ । ଆଲୋକ ଅନ୍ଧାରକୁ ଦୁରୀଭୂତ କରିଥାଏ। ଏହା ପ୍ରାଚୁର୍ଯ୍ୟର…