Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର:  ରାଜ୍ୟ ବିଜେପିି ସଭାପତି  ସମୀର ମହାନ୍ତିଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ…

ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଛି ଉତ୍ତର କୋରିଆ

ନୂଆଦିଲ୍ଲୀ: ଉତ୍ତର କୋରିଆ ‘ଇଣ୍ଟର୍-କୋରିଆନ୍ ଲିଆଇଜନ୍ ଅଫିସ୍‌’କୁ ଧ୍ବଂସ କରିଥିବା କଥା ଦକ୍ଷିଣ କୋରିଆ କହିଛି । ଦକ୍ଷିଣ କୋରିଆର ୟୁନିଫିକେସନ୍ ମନ୍ତ୍ରାଳୟ  କହିଛି ଯେ, ଉତ୍ତର କୋରିଆ ଇଣ୍ଟର୍‌-କୋରିଆ ଲିଆଇଜନ୍ ଅଫିସ୍‌କୁ ଧ୍ବଂସ କରିଛି । ମଙ୍ଗଳବାର ଉତ୍ତର କୋରିଆର ସୀମାନ୍ତ ସହର…

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ନେଗେଟିଭ୍ । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି । ଆର୍ଥାତ୍ କରୋନା ଆକ୍ରାନ୍ତ ନାହାଁନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ । ଖୁବଶୀଘ୍ର ତାଙ୍କୁ ହସପିଟାଲରୁ ମୁକ୍ତ କରାଯିବ…

୯୧ ବର୍ଷରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାର ଉତ୍ସବ ଘୁଂଚିଲା

ଲସଆଞ୍ଜେଲ୍ସ: କରୋନା ମହାମାରୀ ଯୋଗୁ ସମ୍ମାନଜନକ ଓସ୍କାର ପୁରସ୍କାର ଉତ୍ସବକୁ ଘୁଂଚାଇ ଦିଆଯାଇଛି । ଏବେ ଏହା ୨୫ ଏପ୍ରିଲ ୨୦୨୧ରେ ଆୟୋଜିତ ହେବ । ୯୧ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ଓସ୍କାର ପୁରସ୍କାରକୁ ଘୁଂଚାଯାଇଛି । ୨୦୨୦ରୁ ୨୦୨୧ ଫେବୃୟାରୀ ପର୍ଯ୍ୟନ୍ତ ରିଲିଜ ହୋଇଥିବା ଫିଲ୍ମକୁ ସାମିଲ…

ରଥ ଅନୁକୂଳ ପାଇଁ ମିଳିଲା ଅନୁମତି ପତ୍ର

ପୁରୀ: ରଥଯାତ୍ରା ହେବା ନେଇ ବାଟ ଫିଟୁଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୂଆ ସଙ୍କେତ ମିଳିଛି । ରଥ ଅନୁକୂଳ ପାଇଁ ଆଜି ପୁରୋହିତଙ୍କୁ ଅନୁମତି ପତ୍ର ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ରଥ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ରହିବାକୁ ପତ୍ରରେ ଦର୍ଶାଯାଇଛି । ପ୍ରତିବର୍ଷ ଶ୍ରୀମନ୍ଦିର…

ରାଜଧାନୀରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୫ ଜଣ ଭୁବନେଶ୍ୱରର ଅଛନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ସୂଚନା ଦେଇଛି । ୫ ଜଣଙ୍କ…

ଜାଣନ୍ତୁ: ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ କେଉଁସବୁ ସେବା କରନ୍ତି ଗଜପତି ମହାରାଜା

ପୁରୀ: ପ୍ରାଚୀନ ସମୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ନୀତି, ଯାନିଯାତ୍ରା ସହିତ ଗଜପତି ମହାରାଜା ପାରମ୍ପରିକ ରୀତିରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ଏହି ସେବା ନୀତି ପୁରୀ ରାଜବଂଶର ବଂଶାନୁକ୍ରମିକ ଅଟେ । ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ରଥଯାତ୍ରା ଓ ଦଶମୀରେ…

ଆମ୍ବ ପାଇଁ ପତ୍ନୀଙ୍କୁ ହତ୍ୟା !

ଭଦ୍ରକ: ଆମ୍ବ ଖାଇବାକୁ ନଦେବାରୁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ଜଲମଣ୍ଡୁଆ ଗ୍ରାମର। ଅଭିଯୁକ୍ତ ଜଣକ କାର୍ତ୍ତିକ ଜେନା ଏବଂ ମୃତକଙ୍କ ନାମ ସସ୍ମିତା ବୋଲି ଜଣାପଡିଛି। ଧାମନଗର ପୋଲିସର…

ଜୁନ୍‌ ୩୦ ପରେ ୩୦% ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ଦାବି

ଭୁବନେଶ୍ୱର: ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ କଲେଜ ନଖୋଲିବାକୁ ଦାବି କରିଛନ୍ତି ଅଧ୍ୟାପକ ସଂଘ । ଜୁନ୍ ୩୦ ତାରିଖ ଯାଏ କଲେଜ୍ ବନ୍ଦ ରଖିବାକୁ ସେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଦାବି କରିଛନ୍ତି…

ଛଅ ମାସରେ ୭ଟି ଫିଲ୍ମ ହରାଇଥିଲେ ସୁଶାନ୍ତ; ଏମିତି ଅଭିଯୋଗ କଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏଭଳି ସମୟରେ ଜଣେ ରାଜନେତାଙ୍କ ଟ୍ୱିଟ୍ ବଲିଉଡ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରିକି ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବହୁ ଲୋକ ବଲିଉଡର ପରିବାର ବାଦକୁ ଦାୟୀ…