Latest Odisha News

BREAKING NEWS

କରୋନା ସହ ମୁକାବିଲା: ଏବେ ଅନଲାଇନ୍‌ରେ ହେବ ଅଭିଭାବକ ବୈଠକ !

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଓଡ଼ିଶା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍‌ଡାଉନ୍ ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିବା ଯୋଗୁଁ ପାଠପଢାରେ ନିଶ୍ଚିତ ଭାବେ ବ୍ୟାଘାତ ଘଟିଛି । ରାଜ୍ୟର ସ୍କୁଲଗୁଡିକରେ ପିଲାଙ୍କ ସୁବିଧା ଲାଗି ବିଭାଗ ପକ୍ଷରୁ…

ନିଜ ଭାଷାରେ ଶିକ୍ଷାଦାନ ବ୍ୟବସ୍ଥା: ୧୪୮୫ଟି ସ୍କୁଲରେ ହେଲା ଆରମ୍ଭ

ଭୁବନେଶ୍ୱର‌:  ରାଜ୍ୟର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ତେବେ ରାଜ୍ୟର ଆଦିବାସୀ ଅଧ୍ୟୁସିତ ଅଞ୍ଚଳଗୁଡିକରେ ଆଦିବାସୀପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଣିକି ସେମାନଙ୍କର ନିଜ ଭାଷାରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବଭଳି…

କୋଭିଡ୍‌-୧୯ ଲକଡାଉନ କାଳରେ ଭାରତର ୬୫ ପ୍ରତିଶତ ବରିଷ୍ଠ ନାଗରିକ ହରାଇଛନ୍ତି ରୋଜଗାର !

ଭୁବନେଶ୍ୱର: ବିଶ୍ୱ ବରିଷ୍ଠ ନାଗରିକ ଦୁର୍ବ୍ୟବହାର ସଚେତନତା ଦିବସ ପାଳନ ଅବସରରେ 'ହେଲ୍ପଏଜ୍ ଇଣ୍ଡିଆ' ଦ୍ୱାରା କରାଯାଇଥିବା ର୍ବଭାରତୀୟ ସ୍ତରର ସର୍ଭେ ‘କୋଭିଡ୍‌-୧୯ ସମୟରେ ବରିଷ୍ଠ ନାଗରିକଙ୍କ ସ୍ଥିତି’ ର ତଥ୍ୟକୁ ଆଜି ପ୍ରକାଶ କରାଯାଇଛି । ଏଥିରେ ଲକଡାଉନ୍ କାଳରେ ଭାରତର ବରିଷ୍ଠ…

ଭାବନାର ଭସାମେଘ…

ଭାବନାର ଭସାମେଘ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ ଅଜଣା ଆଶଙ୍କାରେ ଜୀବନ ଭାରତ ନିର୍ମାଣର ବିଶ୍ୱକର୍ମା ରାଜରାସ୍ତାରେ । ଦାଦନର ଦୁଃଖରେ ଜର୍ଜରିତ ମା’ ମାଟି । ମନର ମାନସୀ ଅପହଞ୍ଚ ଇଲାକାରେ । ଅନ୍ଧାରୀ ଭବିଷ୍ୟତ ଆଡକୁ ଶୈଶବ ଓ ଶିକ୍ଷା । ଆଗାମୀ ଚିନ୍ତା ରେ ଅସ୍ତବ୍ୟସ୍ତ ଜନ ମାନସ…

ଉନ୍ମୋଚିତ ହେବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ; ଫୋରେନସିକ୍ ଟିମ୍ କରିବ ଅଧିକ ଯାଞ୍ଚ !

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର୍ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ଲାଗି ତାଙ୍କ ପରିବାର ପକ୍ଷରୁ ଅଧିକ ତଦନ୍ତ ଓ ଯାଞ୍ଚ କରାଯିବା ନେଇ ପୋଲିସ ନିକଟରେ ଦାବି କରିଥିଲେ । ସୁଶାନ୍ତ ଯେ ଆତ୍ମହତ୍ୟା କରିଥିବେ ଏଥିରେ ତାଙ୍କ ସାନ ଭଉଣୀ ସହଜରେ ଗ୍ରହଣ…

ବୃଦ୍ଧାଙ୍କୁ ଖଟିଆରେ ଘୋଷାଡି ବ୍ୟାଙ୍କ ନେବା ଘଟଣା, ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ

ନୂଆପଡା: ଦୁଇ ଦିନ ତଳେ ନୂଆପଡା ଜିଲ୍ଲାରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଥିଲା । ମ୍ୟାନେଜରଙ୍କ କହିବାନୁସାରେ ଜଣେ ଝିଅ ଚାଲିବାକୁ ଅକ୍ଷମ ଥିବା ମା’ଙ୍କୁ ଜନଧନ ଯୋଜନାର ଟଙ୍କା ଉଠାଇବା ପାଇଁ ବାଧ୍ୟ ହୋଇ ଖଟରେ ଘୋଷାଡି ବ୍ୟାଙ୍କ ପର୍ଯ୍ୟନ୍ତ ନେଇଥିଲେ । ଏହି ଘଟଣାର ଦୃଶ୍ୟ ସୋସିଆଲ…

କୋଭିଡ ୱାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲେ ଶାହା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଖୋଦ୍ ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି। ସୋମବାର ସର୍ବଦଳୀୟ ବୈଠକ ଡାକିବା ସହ କରୋନା ପରୀକ୍ଷା ସଂଖ୍ୟା ବଢ଼ାଇବାକୁ କହିଛନ୍ତି । ଏଥିସହ ଏଲ୍‌ଏନଜେପି ହସ୍ପିଟାଲ ବୁଲି ଦେଖିଛନ୍ତି ।…

ଜୁନ୍ ୨୦ରୁ ଦିଲ୍ଲୀରେ ପ୍ରତିଦିନ ହେବ ୧୮୦୦୦ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କରୋନା ମୁକାବିଲା ପାଇଁ ଉଭୟ…

ରାତି ୧୦ଟା ସୁଦ୍ଧା କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ସୋମବାର ରାତି ୧୦ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।…

କୋଭିଡ ନିୟମ ଉଲ୍ଲଙ୍ଘନ: ୬ଟି ଦୋକାନ ସିଲ୍ କଲା ସିଏମ୍‌ସି

କଟକ: ସିଲ୍ ହେଲା କଟକର ୬ଟି ଦୋକାନ । ସାମାଜିକ ଦୂରତା ନିୟମ ଉଲଂଘନ ଅଭିଯୋଗରେ ୬ଟି ଦୋକାନକୁ ସିଲ୍ କଲା କଟକ ମହାନଗର ନିଗମ। ସହରରେ ଥିବା ୨ ଟି କପଡା ଦୋକାନ, ବାଦାମବାଡିରେ ଥିବା ୨ଟି ମୋବାଇଲ ଦୋକାନ, ଏକ ସୁଇଟ୍ସ ଷ୍ଟଲ ଏବଂ ଅନ୍ୟ ଏକ ଦୋକାନକୁ ସିଲ କରିଛି ସିଏମସି। ସହରରେ ସାମାଜିକ…