ଗୁରୁବାର ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି
ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢୁଥିବା ବେଳେ ଆସନ୍ତା ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ଶୁଣାଣି ହେବ । ତେଣୁ ୧୮ ତାରିଖ ଅର୍ଥାତ୍ ଗୁରୁବାର ଉଚ୍ଚତମ ନ୍ୟାୟାଳୟର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ ।
କରୋନା କଟକଣା ଭିତରେ ରଥଯାତ୍ରା ହେଲେ ସାମାଜିକ ଦୂରତା…