ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ
ଢେଙ୍କାନାଳ/ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁଙ୍କ ଘରେ ଚଢାଉ କରିଛି।
ପ୍ରାପ୍ତ ସୂଚନାନୁଯାୟୀ ଏହି ଚଢାଉ ବେଳେ ତାଙ୍କର ସରକାରୀ କ୍ୱାର୍ଟ୍ସ, ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ ସ୍ଥିତ…