Latest Odisha News

BREAKING NEWS

ସାହସିକତା ଲାଗି ଓଡ଼ିଆ ଅଫିସରଙ୍କୁ ମିଳିଲା ‘କୋଷ୍ଟଗାର୍ଡ଼ ଗ୍ୟାଲେଣ୍ଟ୍ରି ମେଡ଼ାଲ୍’…

ଭୁବନେଶ୍ୱର: ଭାରତୀୟ ତଟରକ୍ଷୀ ବାହିନୀର ଡିଆଇଜି ଅନୱର ଖାନ୍ ପ୍ରଥମ ଓଡିଆ ଅଫିସର ଭାବେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନପ୍ରଦ ‘କୋଷ୍ଟ ଗାର୍ଡ ଗ୍ୟାଲେଣ୍ଟ୍ରି ମେଡାଲ’ ଗ୍ରହଣ କରିଛନ୍ତି । ଶ୍ରୀ ଖାନ୍ ନିଜର ନିସ୍ୱାର୍ଥପର କାର୍ଯ୍ୟ ଲାଗି ସମ୍ମାନିତ କରାଯାଇଛି । ତଟରକ୍ଷୀ ଜାହାଜ ‘ବରଦ’ର…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବୁଧବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…

ରାଜ୍ୟର ୧୭ଟି ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୭ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର,…

ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର: ଏଣିକି ସରକାରୀ ଅଫିସ କିମ୍ବା ମିଟିଂରେ ପ୍ଲାଷ୍ଟିକ୍ ବ୍ୟବହାର ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ୍ ଫାଇଲ୍,…

ଖାଉଟିଙ୍କୁ ଘାରିଲା ପିଆଜ ଚିନ୍ତା; ୬୦ଛୁଇଁଲା ଦର

ଭୁବନେଶ୍ୱର: ରାଜ୍ୟରେ ଆକାଶଛୁଆଁ ହେଲାଣି ପିଆଜ ଦର । କିଛିଦିନରେ ଏହା ହୁହୁ ହୋଇ ବଢିଚାଲିଛି । ମାସକ ତଳେ ଏ ୧୬ ରୁ ୧୮ ଟଙ୍କା ଭିତରେ ବିକ୍ରି ହେଉଥିବା ପିଆଜ ଏବେ ୫୦ ଟପି ୬୦ଧରିଲାଣି । ନାସିକ୍‌ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି । ଯାହାକୁ…

ଚିନ୍ମୟାନନ୍ଦ ମାମଲା: ଗିରଫ ହେଲେ ଆଇନ୍ ଛାତ୍ରୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନଉତ୍ପୀଡନ ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ବୁଧବାର ଦିନ ଗିରଫ କରିଛି ଏସଆଇଟି ଟିମ୍ । ଏସମ୍ପର୍କରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମର ମୁଖ୍ୟ ନବୀନ ଅରୋରା ସୂଚନା ପ୍ରଦାନ…

ଜାଣନ୍ତୁ, ଟ୍ୱିଟରରେ କ’ଣ ବଡ଼ ଭୁଲ୍ ଲେଖି କଡ୍ଡା ସମାଲୋଚନାର ଶିକାର ହେଲେ ଶଶୀ ଥରୁର୍…

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍ ତାଙ୍କର ଭିନ୍ନ ଅନ୍ଦାଜର ମନ୍ତବ୍ୟ ଏବଂ ରାଜନୈତିକ ଟିପ୍ପଣୀ ଲାଗି ସବୁବେଳେ ବିବାଦୀୟ ହୋଇ ପଡ଼ିଥାଆନ୍ତି । ସେ ସବୁବେଳେ କଂଗ୍ରେସ ଦଳର ନୀତି ଓ ଆଦର୍ଶକୁ ବେଶ୍ ଆକର୍ଷଣୀୟ ଭାବେ ଉପସ୍ଥାପନା କରି ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ…

ତାମିଲ ସିନେମାରେ ଓଡିଆ ଝିଅ ଦେବସ୍ମିତା

ଭୁବନେଶ୍ୱର: ତାମିଲ ସିନେମାରେ ନଜର ଆସିବାକୁ ଯାଉଛନ୍ତି ଜଣେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ସିନେମାରେ। ତାମିଲ ସିନେମା ‘ଦରବାର’ରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଝିଅ ଦେବସ୍ମିତା। ଜଣେ…

ସ୍ୱଚ୍ଛ ଭାରତ ଅଭିଯାନ ଲାଗି ମୋଦୀଙ୍କୁ ମିଳିଲା ‘ଗ୍ଲୋବାଲ୍ ଗୋଲକିପର୍ ଆୱାର୍ଡ଼’…

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କଠାରେ ମିଳିଛି ‘ଗ୍ଲୋବାଲ୍ ଗୋଲକିପର୍’ ପୁରସ୍କାର । ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ନ୍ୟୁୟର୍କଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଅନ୍ତର୍ଜାତୀୟ ପୁରସ୍କାର…

ପାକିସ୍ତାନ ଭୂମିକମ୍ପରେ ୨୬ ମୃତ; ପିଓକେରେ ଅଧିକ ଅନୁଭୂତ

ଇସଲାମାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର, ପଞ୍ଜାବ ଏବଂ ଖାଇବର ଫାଖତୁନଖ୍ୱା ପ୍ରୋଭିନ୍ସରେ ମଙ୍ଗଳବାର ଦିନ ହୋଇଥିବା ଭୂମିକମ୍ପ ଯୋଗୁଁ ୨୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । Road damage at Jehlum Pakistan…