Latest Odisha News

BREAKING NEWS

ମହାନଦୀରେ ବୁଡି ଦୁଇ ଭାଇ ମୃତ

ବୌଦ୍ଧ: ମହାନଦୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ । ବଡ ଭାଇକୁ ବଂଚାଇବାକୁ ଯାଇ ଚାଲଗଲା ସାନ ଭାଇର ଜୀବନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ଗାଁରେ ଘଟିଛି  ଏଭଳି ଘଟଣା । ସୂଚନା ଅନୁସାରେ, ଅରଖପଦର ଗାଁ ଦେଇ ଯାଇଥିବା ମହାନଦୀକୁ ଗାଧୋଇବାକୁ ଆଜି ସକାଳେ ଏହି ଦୁଇ ଭାଇ…

ଦେଶବାସୀଙ୍କୁ ମୋଦୀ ଦେଲେ ନୂଆ ଟାସ୍କ, ଯୋଗ କରନ୍ତୁ, ଭିଡିଓ ପଠାନ୍ତୁ

ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ପାଇଁ ନୂଆ ଟାସ୍କ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ମୋ ଜୀବନ, ମୋ ଯୋଗ’ ପ୍ରତିଯୋଗିତାର ଘୋଷଣା କରିଛନ୍ତି । ସେ କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ବିଷୟରେ…

୧୭ ହଜାର କୋଟି ଟଙ୍କା ଘୋଷଣା ଏକ ପ୍ରହସନ: ପିସିସି ସଭାପତି

ଭୁବନେଶ୍ୱର: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏକ ପ୍ରହସନ । ସେ ଆହୁରି କହିଛନ୍ତି, ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ…

ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କରାଇଲା ଓୟୁଏଟି

ଭୁବନେଶ୍ୱର: ମୌସୁମୀ ପୂର୍ବରୁ ଓଡ଼ିଶାକୁ ଆସିପାରନ୍ତି ପଙ୍ଗପାଳ । ଏନେଇ ସତର୍କ କରାଇଛି ଓୟୁଏଟି । ଚାଷୀଙ୍କୁ ସଚେତନ କରାଇବା ସହ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦେଇଛି । ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ଏନେଇ ସୂଚନା ଦେଇ କହିଛନ୍ତି ଚାଷୀ ମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ…

ଭଦ୍ରକରୁ ଜବତ ହେଲା ୮୧ ଗ୍ରାମର ବ୍ରାଉନ ସୁଗାର

ଭଦ୍ରକ: ଭଦ୍ରକର ଚରମ୍ପା ଓଭର ବ୍ରିଜ୍ ନିକଟରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଚଢାଉ କରି ପ୍ରାୟ ୮୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି । ଏଥିସହିତ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଦୋଳସାହି ଅଞ୍ଚଳର ବୋଲି ଜଣାପଡିଛି । ପ୍ରାପ୍ତ…

ବାତ୍ୟା ଅମ୍ଫାନ ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡିଶା ସରକାର ବାତ୍ୟା ଅମ୍ଫନର ସୁଚାରୁରୂପେ ମୁକାବିଲା କରିଥିବା ଯୋଗୁଁ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍‌’ ଜରିଆରେ ତାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। 'ମନ କି ବାତ୍‌’ରେ ରାଷ୍ଟ୍ରକୁ ସମ୍ବୋଧନ କରି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ପଟେ ଆମେ କରୋନା ମହାମାରୀର…

କେନ୍ଦ୍ରାପଡାରେ ଆଶା, ଅଙ୍ଗନବାଡି ଓ ସଫେଇ କର୍ମୀ କରୋନା ପଜିଟିଭ ଚିହ୍ନଟ

କେନ୍ଦ୍ରାପଡା: ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ଆଶା), ଅଙ୍ଗନୱାଡି କର୍ମୀ, ସଫେଇ କର୍ମଚାରୀ ଏବଂ କିଛି ସ୍ବେଚ୍ଛାସେବୀଙ୍କ ସମେତ ଅଠର ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରବିବାର ଦିନ…

ଅକ୍ଟୋବର ସୁଦ୍ଧା କରୋନା ଟୀକା !

ନୂଆଦିଲ୍ଲୀ: ବଢିବାରେ ଲାଗିଛି କରୋନା ସଙ୍କଟ । ପ୍ରତିଷେଧକ ଟୀକା ନବାହାରିବା ଯାଏଁ ଏହାକୁ ରୋକ୍ ଲଗାଇବା ଅସମ୍ଭବ । ଅନେକ ସ୍ଥାନରେ ସ୍ଥିତି ଅସମ୍ଭାଳ ହୋଇଗଲାଣି । ଶକ୍ତିଶାଳୀ ରାଷ୍ଟ୍ର ଗୁଡିକ ମଧ୍ୟ କରୋନାର କରାଳ ରୂପ ଆଗରର ଧରାଶାୟୀ ହୋଇଗଲେଣି । ସଭିଙ୍କ ମୁଁହରେ ଏବେ ଗୋଟିଏ ପ୍ରଶ୍ନ କେବେ…

ରଥଯାତ୍ରା ପୂର୍ବରୁ ସ୍ନାନ ମଣ୍ଡପ ସ୍ଥିତି ପରଖିଲେ ଏଏସଆଇ ଟିମ୍

ପୁରୀ: ଆସନ୍ତା ଜୁନ୍ ୨୩ରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥର ଅବ୍ୟହିତ ଯାତ୍ରା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)ର ଏକ ବୈଷୟିକ ଦଳ ରବିବାର ଦିନ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ସ୍ନାନା ମଣ୍ଡପର ଯାଞ୍ଚ କରିଛନ୍ତି। ଶ୍ରୀଜିଉଙ୍କ ସ୍ନାନା ଯାତ୍ରା ଆସନ୍ତା…

ସଙ୍ଗରୋଧ କେନ୍ଦ୍ରରୁ ବାହାରି ରାସ୍ତାରେ ବସିଲେ ପ୍ରବାସୀ: ସ୍ୱାବ ପରୀକ୍ଷା କରାଯାଇନଥିବା ଅଭିଯୋଗ

କଟକ: କଟକ ଜିଲ୍ଲା ତିଗିରିଆରରେ ପ୍ରବାସୀ ଓଡିଆଙ୍କ ରାସ୍ତାରୋକ ଅଭିଯୋଗ। ଏଥର ପ୍ରବାସୀମାନେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କଟକ ଜିଲ୍ଲା ତିଗିରିଆ ବ୍ଲକ ଜମାଦେଇପୁର ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ବିନା ସ୍ବାବ୍‌ ଟେଷ୍ଟରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ…