Latest Odisha News

BREAKING NEWS

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨୯ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ଦୂର ଦିଗବଳୟ…

ଦୂର ଦିଗବଳୟ... ଆର୍ଯ୍ୟଭଟ୍ଟ ମହାନ୍ତି ଆକାଶର ଛାତିତଳେ ସମୟ-ଅସମୟରେ ତୁମ ଛବି ଆଙ୍କି ହୋଇଯାଏ, ଅଜାଣତରେ ମନତଳେ, ହୃଦୟର ବିସ୍ତୀର୍ଣ୍ଣ ବେଳାରେ । ମୁଁ ତୁମକୁ ଚାହେଁ ନାହିଁ, ମୋ ଯୌବନ ଯଜ୍ଞବେଦୀ ପରେ ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି ଚାହେଁନା ମୁଁ କେବେବି ତୁମକୁ ବଧୂବେଶରେ…

ବେକାବୁ କରୋନା: ଦେଶରେ ୨୪ ଘଣ୍ଟାରେ ୮ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ବିପଦରେ ଚାଇନିଜ ଆପ ଟିକଟକ୍; ଜାଣନ୍ତୁ କାରଣ

ଭୁବନେଶ୍ୱର: ବିପଦରେ ଚାଇନିଜ ଆପ ଟିକଟକ୍ । ଗୋଟିଏ ସମୟରେ ପ୍ଲେ ଷ୍ଟୋରରେ ରାଜ କରୁଥିବା ଟିକଟକ୍ ର ସ୍ଥିତି ଏବେ ଖରାପ । ତେବେ ଗତ କିଛିଦିନ ହେବ ପ୍ଲେ ଷ୍ଟୋରରେ ଏହାର ରେଟିଙ୍ଗ କମିବାରର ଲାଗିଛି। ୪.୬ ରେଟିଙ୍ଗ ଥିବା ଏହି ଆପର ରେଟିଙ୍ଗ ଲଗାତର ହ୍ରାସ ପାଇ ୧.୬ ରେ ପହଁଚିଥିଲା। ବର୍ତ୍ତମାନ…

ସୁସ୍ଥ ହେଲେ ସମସ୍ତ ଆକ୍ରାନ୍ତ; କରୋନା ମୁକ୍ତ ହେଲା ବୌଦ୍ଧ ଜିଲ୍ଲା

ବୌଦ୍ଧ: କରୋନା ମୁକ୍ତ ହୋଇଛି ଓଡ଼ିଶାର ବୌଦ୍ଧ ଜିଲ୍ଲା। ଶନିବାର ଦିନ ବୌଦ୍ଧ ଜିଲ୍ଲାରୁ ୨୭ କରୋନା ରୋଗୀ ସୁସ୍ଥ ହେବା ସହିତ ଏଠାରେ ବର୍ତ୍ତମାନ ଆଉ ସକ୍ରିୟ ମାମଲା ନାହିଁ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବୌଦ୍ଧ ଜିଲ୍ଲାରେ ପ୍ରଥମେ ମେ ୧୦ ତାରିଖରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ…

ଦୁର୍ଘଟଣାଗସ୍ତ ହେଲା ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ୍: ୭ ଗୁରୁତର

ବାଲେଶ୍ବର: ପୁଣି ଦୁର୍ଘଟଣାଗସ୍ତ ହୋଇଛି ପ୍ରବାସୀଙ୍କୁ ନେଇ ଯାଉଥିବା ଆଉ ଏକ ବସ । ମିଳିଥିବା ସୂଚନା ଅନୁସାରର, ପ୍ରବାସୀଙ୍କୁ ନେଇ କେରଳରୁ ପଶ୍ଚିମବଙ୍ଗ ଯାଉଥିବା ଏକ ବସ ବାଲେଶ୍ଵର ଜିଲ୍ଲା ବସ୍ତା ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଗସ୍ତ ହୋଇଛି । ଏହି ବସଟିକୁ ଏକ ଟ୍ରକ ପଛପଟୁ…

ବଢୁଛି କୋଭିଡ-୧୯ ସଂକ୍ରମିତଙ୍କ ସୁସ୍ଥତା ହାର

ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୧୧ ହଜାର ୨୬୪ ଜଣ କୋଭିଡ-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  । ଯେଉଁଟାକି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହେବାରେ ଏକ ରେକର୍ଡ  । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଶନିବାର ସୁଦ୍ଧା ଦେଶରେ ୮୨ ହଜାର ୩୬୯ ଜଣ କୋଭିଡ-୧୯ ରୋଗୀ ସୁସ୍ଥ ହୋଇ ଘରକୁ…

ସକାଳ ଜଳଖିଆରେ ସାମିଲ କରନ୍ତୁ ବାସିରୁଟି; ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ମାତ୍ର ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବାସି ରୁଟି ଖାଇବା ଦ୍ୱାରା ଅନେକ…

କ୍ୟାମେରା ଲେନ୍ସ ପଛରେ କରୋନା ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଇରଫାନ ଖାନ !

ମୁମ୍ବାଇ: କରୋନା ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଅନେକ ବଲିଉଡ ତାରକା ପ୍ରତିଦିନ ହେଡଲାଇନରେ ଆସୁଛନ୍ତି। ତେବେ ଏଭଳି କିଛି କଳାକାର ଯେଉଁମାନ ସେମାନଙ୍କ ଉଦାରତାକୁ ଦେଖାଇ ଲୋକଲୋଚନକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ସେହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି…

ଭାରତୀୟ ନୌସେନା ଆରମ୍ଭ କରିବ ପରବର୍ତ୍ତୀ ପର୍ଯ୍ୟାୟ “ସମୁଦ୍ର ସେତୁ” ଅଭିଯାନ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଆଣିବ ।…