Latest Odisha News

BREAKING NEWS

‘ଟ୍ରୁ କଲର’ ବ୍ୟବହାରକାରୀ ସାବଧାନ; ବିକ୍ରି ହେଉଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ !

ଭୁବନେଶ୍ୱର: ଆପଣଙ୍କ ଫୋନରେ ରହିଛିକି 'ଟ୍ରୁ କଲର' ଆପ ? ଯଦି ହଁ, ତେବେ ହୋଇ ଯାଆନ୍ତୁ ସତର୍କ । ଜୀବନକୁ ସରଳ ଓ ସୁବିଧାଜନକ କରିବା ପାଇଁ ଆମେ ମୋବାଇଲରେ ଅନେକ ପ୍ରକାର ଆପ ଇନଷ୍ଟଲ କରିଥାଉ । ଆପ୍ ଟିଏ ଇନଷ୍ଟଲ କରିବା ସମୟରେ ଏହାର ଟର୍ମ ଓ କଣ୍ଡିସନ ସମ୍ପର୍କରେ ପ୍ରୟତଃ କେହି…

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦିଏ, ଆଖପାଖ ଲୋକଙ୍କୁ ନୁହେଁ !

ଏନ୍-୯୫ ମାସ୍କ ବ୍ୟବହାରକାରୀକୁ ସୁରକ୍ଷା ଦେବ  । କିନ୍ତୁ ଚାରିପଟ ଲୋକଙ୍କୁ ନୁହଁ  । ଏଭଳି ଗୁରୁତର ତଥ୍ୟକୁ ସାମ୍ନାକୁ ଆଣିଛନ୍ତି ବିଶେଷଜ୍ଞ  । ସେମାନଙ୍କ କହିବା କଥା ଏହି ପ୍ରକାର ମାସ୍କରେ ଥିବା ଭାଲ୍ବ ହିଁ ଏଥିପାଇଁ ମୁଖ୍ୟ ଦାୟୀ  । ପ୍ରଦୂଷଣର ମାତ୍ରା ଅଧିକ ହେଲେ ଏନ-୯୫ ମାସ୍କ…

ବଢ଼ିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ଓଜେଇଇ ଲାଗି ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି  । ବି.ଟେକ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନରେ ଶେଷ ତାରିଖ ମେ ୩୧ ରହିଥିଲା  । ତାହାକୁ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ…

ଆଉ ନାହାନ୍ତି ସାଜିଦ-ଓ୍ୱାଜିଦ ଯୋଡ଼ିର ଓ୍ୱାଜିଦ, କରୋନାରେ ସଂକ୍ରମିତ ଥିଲେ

ମୁମ୍ୱାଇ: ଭାଙ୍ଗିଲା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲିଉଡ୍ ସିଙ୍ଗର ସାଜିଦ-ଓ୍ୱାଜିଦ ଯୋଡ଼ି  । ସାଜିଦଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ଓ୍ୱାଜିଦ ଖାନ୍  । ରବିବାର ରାତିରେ କରୋନା ଭାଇରସ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମାତ୍ର ୩୯ ବର୍ଷ ବୟସରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୦୬-୨୦୧୯ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୧ ରିଖ ସୋମବାର ବୃଷ  ୧୯ ଦିନ ଜ୍ଯେଷ୍ଠ  ମାସ ଶୁକ୍ଳ  ପକ୍ଷ  ଦଶମୀ ତିଥି  ହସ୍ତା ନକ୍ଷତ୍ର କନ୍ୟା  ଚନ୍ଦ୍ର  ଘାତ ବାର-: ମିଥୁନ  ରାଶିର ଘାତ ଚନ୍ଦ୍ର-: ବୃଷ  ରାଶି ପୁରୁଷ ଓ ଧନୁ ରାଶି…

ଗୁଣପୁର ଖଇରଗୁଡା ଜଙ୍ଗଲରୁ ୧୧୭୦ କେଜି ଗଂଞ୍ଜେଇ ଜବତ, ଜଣେ ଗିରଫ

ଗୁଣୁପୁର: ଗୁଡାରି ଥାନା ଖଇରଗୁଡା ଜଙ୍ଗଲରୁ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତଙ୍କ ନାଁ ସମିର ମାଝି ବୋଲି ଜଣାପଡିଛି । ତାଠାରୁ ୧୧୭୦ କେଜି ଗଂଞ୍ଜେଇ ଜବତ ହୋଇଛି । ଏଥିସହ ଟାରା ଚାଲାଣ ପାଇଁ ବ୍ୟବହୃତ ୯ ଟି ମଟର ସାଇକଲ୍ ଓ ଡିଜିଟାଲ ୱେଇଙ୍ଗ୍ ମେସିନ୍ ସହ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ପୋଷ୍ଟର ଭାଇରାଲ ଘଟଣା, ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ । ଆଜି ସକାଳେ ବାଲେଶ୍ୱର ସହରର ଅନେକ କାନ୍ଥବାଡରେ ଏଭଳି କିଛି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା । ଏଥିସହ ଏହି ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଛି । ଏହି ଘଟଣା ଜଣାପଡିବା ପରେ ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୫…

ଉତ୍ତରାଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ସିଂହ ମହାରାଜଙ୍କୁ କରୋନା

ଡେରାଡୁନ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ମାମଲା । ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ସିଂହ ମହାରାଜ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସତପାଲ୍ କରୋନା ସଂକ୍ରମିତ…

ବାପା ହେବେ ହାର୍ଦ୍ଦିକ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ହାର୍ଦ୍ଦିକ ଓ ସର୍ବିୟାର ନତାଶା ଷ୍ଟେନୋକୋଭିକ ବର୍ଷ ଆରମ୍ଭରେ ସେମାନଙ୍କ ପ୍ରେମ ସ୍ୱୀକାର କରିବା ସହ ନିର୍ବନ୍ଧ କରିଥିଲେ । ନତାଶା ଗର୍ଭବତୀ ଅଛନ୍ତି ଏବଂ ଆମେ ଦୁଇ ଜଣ ଖୁବ୍…

ସୋମବାରଠୁ ଦେଶରେ ଗଡିବ ୨୦୦ ଟ୍ରେନ୍‌, କ’ଣ ରହିଛି ନିୟମ ଜାଣନ୍ତୁ

ନୂଆଦିଲ୍ଲୀ: ଜୁନ୍ ୧ ରୁ ଅର୍ଥାତ ସୋମବାରଠାରୁ ଦେଶରେ ୨ଶହ ଟ୍ରେନ୍ ଗଡିବ । ପ୍ରଥମ ଦିନରେ ୧.୪୫ ଲକ୍ଷ ଯାତ୍ରୀ ଯାତ୍ରା କରିବେ। ଏବେ ସୁଦ୍ଧା ଜୁନ ୧ ରୁ ଜୁନ ୩୦ ପର୍ଯ୍ୟନ୍ତ ୨୬ ଲକ୍ଷ ଯାତ୍ରୀ ଆଗୁଆ ସିଟ୍ ରିଜରଭେସନ କରି ସାରିଛନ୍ତି। ତେବେ ରେଳ ଯାତ୍ରୀଙ୍କ ପାଇଁ କେତେକ ଗାଇଡଲାଇନ୍ ଜାରି…