ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପୂଜା ଭେଟି !
ନୂଆଦିଲ୍ଲୀ: କାର୍ଯ୍ୟରତ ୧୨ ଲକ୍ଷ ରେଳ କର୍ମଚାରୀ ହେବାକୁ ଯାଉଛନ୍ତି ଉପକୃତ । ରେଳ ବିଭାଗରେ କାମ କରୁଥିବା ୧୨ ଲକ୍ଷ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାଲାଗି କେନ୍ଦ୍ରୀୟ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାସହ ଖୁବ ଶୀଘ୍ର 'ଡିଏ' ବୃଦ୍ଧି ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି ।…