ଦୁଃସ୍ୱପ୍ନ ପାଲଟିଛି ୨୦ ପାଦଅଙ୍ଗୁଳି, ୧୨ ହାତ ଆଙ୍ଗୁଳି !
ଭୁବନେଶ୍ୱର: ଅନ୍ଧବିଶ୍ୱାସ ଏବେ ମଧ୍ୟ ଆମ ପିଛା ଛାଡୁନି । ଓଡିଶାର ଗଞ୍ଜାମ ଅଂଚଳରେ ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି । କଡାପଡାର ୬୩ ବର୍ଷୀୟା ମହିଳା ନାୟକ କୁମାରୀଙ୍କ ପାଦରେ ୨୦ ଓ ହାତରେ ୧୨ ଆଙ୍ଗୁଳି ରହିଛି ।
ଏହା ତାଙ୍କ ପାଇଁ ଅଭିଶାପ ପାଲଟିଛି କହିଲେ ଭୁଲ ହେବ ନାହିଁ । ପାଖ…