ଅଗଷ୍ଟ ୨୪ ଯାଏଁ ଖୋର୍ଦ୍ଧାର ଏହିସବୁ ଅଞ୍ଚଳ ସଟଡାଉନ୍
ବାଲିପାଟଣା: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତିନି ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ ଗୁରୁବାର ଦିନ ସଟଡାଉନ୍ ଘୋଷଣା କରିଛନ୍ତି ।
ଆଜି ଅପରାହ୍ନ ୨ ଟାରୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳ…