ମୋଦିଙ୍କ ସପକ୍ଷରେ ରାହୁଲ, କହିଲେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନପୂରାଉ ପାକିସ୍ତାନ !
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗରେ ବାରମ୍ବାର ପାକିସ୍ତାନ ବୟାନବାଜି କରୁଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।
ରାହୁଲ କାଶ୍ମୀର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇଥିବା ବେଳେ ଏହା ଭାରତର…