Latest Odisha News

BREAKING NEWS

ଆସନ୍ତୁ ଜାଣିବା କିପରି ଶହ ଶହ ବାଦୁଡିଙ୍କ ସହ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ନେତ୍ରହୀନ ମହିଳା

ଅହମ୍ମଦାବାଦ:କରୋନା ଭାଇରସ ବାଦୁଡିଠାରୁ ବ୍ୟାପିଥିବା ଅନୁମାନ କରାଯାଉଛି । ଫଳରେ ବାଦୁଡିକୁ ଦେଖିଲେ ମନ ଭିତରେ ଭୟ ସଂଚାର ହେଉଛି । ଆସନ୍ତୁ ଜାଣିବା କିପରି ଏହି ଭୟର ବାତାବରଣ ଭିତରେ ଜଣେ ଦୃଷ୍ଟିହୀନ ୭୫ ବର୍ଷୀୟା ମହିଳା ଶହ ଶହ ବାଦୁଡିଙ୍କ ମେଳରେ ଜୀବନ କାଟିବାକୁ ବାଧ୍ୟ ହେଉଛନ୍ତି ।…

କରୋନା ମୁକାବିଲା ବେଳେ ବଦଳିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ବୁଧବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଂଜ ବିହାରୀ ଧଳଙ୍କର ବଦଳି ହୋଇଛି । ତାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିପରି ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର…

ତାମିଲନାଡୁରୁ ଆସୁଛି ସ୍ୱତନ୍ତ୍ର ଟ୍ରେନ୍‌; ଆସନ୍ତାକାଲିଠୁ ବଲାଙ୍ଗୀର ସହରରେ କର୍ଫ୍ୟୁ ଘୋଷଣା

ବଲାଙ୍ଗୀର: ବଲାଙ୍ଗୀର ସହରରେ ଆସନ୍ତାକାଲି କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଗୁରୁବାର ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ସ୍ଥିତି ନେଇ ଆଜି ଘୋଷଣା କରିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ । ଗୁରୁବାର ଦିନ ୧୦ଟା ୪୦ରେ ବଲାଙ୍ଗୀର ରେଳ ଷ୍ଟେସନରେ ତାମିଲନାଡୁରୁ…

କିଲର କରୋନା ନେଲା ଜାପାନର ସୁମୋ ପହିଲମାନଙ୍କ ଜୀବନ

ଟୋକିଓ: କିଲର କରୋନା୨୮ ବର୍ଷ ବୟସ୍କ ଜାପାନର ସୁମୋ ପହିଲମାନ ସୋବୁଶିଙ୍କଙ୍କ ଜୀବନ ନେଇଛି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର‌୍ୟ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ଏକ ମାସ ଧରି ଏହି ରୋଗ ସହ ଲଢିବା…

କରୋନା ଭାଇରସ ନେଇ ଚୀନ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇଥିଲା : ସିଆଇଏ

ଓ୍ବାଶିଂଟନ: ଆମେରିକାର ସେଣ୍ଟ୍ରାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ମଙ୍ଗଳବାର ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛି । କରୋନା ଭାଇରସ ସମ୍ପର୍କୀତ ତଥ୍ୟ ଲୁଚାଇବା ପାଇଁ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଉପରେ ଚାପ ପକାଇଥିଲା ବୋଲି ସିଆଇଏ କହିଛି । ପୃଥିବୀରେ କରୋନା ସଂକ୍ରମଣ…

କରୋନାକୁ ହରାଇଲେ ଯାଜପୁରର ୮୫ ବର୍ଷର ବୃଦ୍ଧା

ଭୁବନେଶ୍ୱର : ରାଜ୍ୟର ସବୁଠୁ ବୟସ୍କ କୋଭିଡ୍ ଆକ୍ରାନ୍ତ ସୁସ୍ଥ ହେଲେ । ସମ୍ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଯାଜପୁରର ୮୫ ବର୍ଷୀୟ ବୃଦ୍ଧା ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଛନ୍ତି । ବୃଦ୍ଧାଙ୍କର ଓଜନ ଥିଲା ମାତ୍ର ୨୨ କିଲୋଗ୍ରାମ । ତାଙ୍କୁ ନେଇ ଡାକ୍ତରଙ୍କର ଅନେକ ଆଶଙ୍କା…

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; କୋଭିଡ-୧୯ ଟେଷ୍ଟ୍ ଲାଗି ସଂଗ୍ରହ ହେଲା ସ୍ୱାବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥଖଳାରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ରଥନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ସମସ୍ତ ନିର୍ମାଣ ସେବକମାନଙ୍କଠାରୁ ସ୍ୱାବ୍ ଟେଷ୍ଟ ଲାଗି ନମୂନା ସଂଗ୍ରହ କରାଯାଇଛି । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ…

୭୦୦ ଜମାତିଙ୍କ ପାସପୋର୍ଟ, କାଗଜପତ୍ର ଜବତ

ନୂଆଦିଲ୍ଲୀ: ଦିଳ୍ଳୀ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରାୟ ୭୦୦ଜଣ ଜମାତିଙ୍କ ପାସପୋର୍ଟ ଏବଂ ଅନ୍ୟ କାଗଜପତ୍ର ଜବତ କରିଛି । ଦିଲ୍ଳୀ ପୋଲିସର ସୂଚନା ଅନୁସାରେ, ଜମାତିଙ୍କ ଉପରେ ସନ୍ଦେହ ହେଉଛି ଯେ, ସେମାନେ ଭୁଲ ଭାବରେ ଭିସା ନେଇ ଭାରତ ଆସିଥିଲେ, ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମଧ୍ୟ ଖୋଜା ଯାଉଛି…

ଫିଟନେସ,ଅର୍ଥ ପାଇଁ ଫୁଡ ଡେଲିଭରି ବୟ କାମ କଲେ ଅଲିମ୍ପିକ ପଦକ ବିଜେତା

ଟୋକିଓ: କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପାଇଁ ଘୁଚାଂଇ ଦିଆଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଅସୀଚାଳକ ରେୟୋ ମିୟାକି ଫିଟନେସ ଓ ଅର୍ଥ ରୋଜଗାର ପାଇଁ ଫୁଡ ଡେଲିଭରି ବୟ କାର୍ଯ୍ୟ କରୁଛନ୍ତି । ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ୍ୟ ।…

ବିମାନ ଓ ରେଳଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ବାହାରୁ ଓଡ଼ିଶାକୁ ଏବେ ପ୍ରବାସୀମାନେ ଆସୁଛନ୍ତି । ଟ୍ରେନ୍ ଏବଂ ବିମାନରେ ସେମାନଙ୍କୁ ଅଣାଯାଉଛି । ସେହିପରି ଭୁବନେଶ୍ୱରରୁ ଦିଲ୍ଲୀ ଦୈନିକ ଟ୍ରେନ୍ ଯିବାଆସିବା କରୁଛି । ଏଥିପାଇଁ ସ୍ୱତନ୍ତ୍ର ବିମାନ ଓ ରେଳଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଗାଇଡାଲଇନ୍ ଜାରି କରିଛନ୍ତି । ଏ ନେଇ…