କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ୧୦୦ରୁ ଅଧିକ ଟୀକା: ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ଏଥିପାଇଁ ବୈଜ୍ଞାନିକମାନେ ଦିନ ରାତି ଲାଗି ପଡିଛନ୍ତି ଟୀକା ତିଆରି ପାଇଁ । ବର୍ତ୍ତମାନ କରୋନା ସହ ଲଢ଼ିବାକୁ ବିକଶିତ ହେଉଛି ଶହେରୁ ଅଧିକ ଟୀକା। ଏହି ଟୀକା ବିକଶିତ ହେଲେ ସମଗ୍ର ଦେଶକୁ ବଂଟାଯିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ…