Latest Odisha News

BREAKING NEWS

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି…

କରୋନା ଯୋଦ୍ଧା : ପ୍ରବାସୀଙ୍କ ପାଇଁ ସାହାରା ପାଲଟିଲେ ଭିନ୍ନ ଜଣେ ଅଧିକାରୀ କଲ୍ୟାଣୀ

ଭୁବନେଶ୍ୱର : ବୁଧବାର ବାଲେଶ୍ୱର ବାଲିଆପାଳରୁ ଆସିଥିଲା ପ୍ରବାସୀ ଓଡିଆଙ୍କୁ ଅଧିକାରୀଙ୍କ ଦୁର୍ବ୍ୟବହାରର ଚିତ୍ର । ବିଡିଓ ଛବିରାଣୀ ସାହୁ ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ଉପରେ ରାଗ ତମ ତମ ହୋଇ ଚିଲାଉଥିଲେ । ପାଣି ମାଗିବାରୁ ରାଗିପାଚି କହିଥିଲେ ମୁଁ ଜଣେ ଓଏଏସ୍ ଅଫିସର ତମ ଭଳି ଦାଦନ…

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀଙ୍କୁ ଓଡ଼ିଶା ପୋଲିସର ସହାୟତା

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବାସୀ ଓଡ଼ିଆମାନେ ଆସୁଥିବା ବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ଓଡ଼ିଶାରୁ ପ୍ରବାସୀ ମାନେ ଚାଲିଯାଉଛନ୍ତି । ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାରକୁ ଯାଉଛନ୍ତି । ଏହି…

ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନ କାର୍ଡ’ ସୁବିଧା । ୨୦୨୧ ସୁଦ୍ଧା ସାରା ଦେଶରେ ଏହା ଲାଗୁ ହେବ । ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ । ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଲାଭବାନ ହେବ । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।…

ମେ’ ୩୧କୁ ବଢ଼ିଲା କୃଷି ଋଣ ପରିଶୋଧ ଅବଧି

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି । ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୩କୋଟି…

ଆଶ୍ୱସ୍ତି, ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଆସିଛି ଏକ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।…

କରୋନା ସହ ଲଢ଼ିବାକୁ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଅର୍ଥନୀତିକୁ ମଜବୁତ କରିବା ପାଇଁ ୪ଟି କ୍ଷେତ୍ରକୁ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ କୃଷି, ଗ୍ରାମୀଣ ଅର୍ଥନୀତି, ଏମ୍‌ଏସ୍‌ଏମ୍‌ଇ, ଜନସ୍ୱାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନକୁ ଫୋକସରେ ରଖାଯାଇଛି । ମହାମାରୀ କରୋନାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେବ ।…

ଯବନ କଣ୍ଠରୁ ମହାପ୍ରଭୁ ଶୁଣିଲେ ଗୀତଗୋବିନ୍ଦର ଅଷ୍ଟପଦୀ !

ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ନେଇ ଭକ୍ତବୃନ୍ଦଙ୍କର ଅନେକ ଅନୁଭୂତି ରହିଛି । ଅନେକ ହୃଦୟସ୍ପର୍ଶୀ ଆଧ୍ୟାତ୍ମିକ ଅନୁଭୂତି ଜନମାନସରେ ଆଦୃତି ଲାଭ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀ ଶ୍ରୀକ୍ଷେତ୍ର ଧାମରେ ଲୀଳାବିତାନ କରୁଛନ୍ତି । ତାଙ୍କର ଲୀଳା ଅବର୍ଣ୍ଣନୀୟ, ଅମୃତମୟ ଓ ଅତୁଳନୀୟ ।…

ଜୁନ୍ ୩୦ ଯାଏଁ ରଦ୍ଦ ହେଲା ରେଳ ଟିକେଟ

ନୂଆଦିଲ୍ଲୀ: ରଦ୍ଦ ହେଲା ରେଳ ଟିକେଟ । ଆସନ୍ତା ଜୁନ୍ ୩୦ ଯାଏଁ ସମସ୍ତ ଟିକେଟକୁ ରେଳ ମନ୍ତ୍ରାଳୟ ରେଦ୍ଦ କରିଛି । କରୋନା ସଂକଟ ମଧ୍ୟରେ ପୁଣି ଥରେ ରେଳ ସେବା ଆରମ୍ଭ ହୋଇଥିବା ବେଳେ ଭାରତୀୟ ରେଳୱେ ପକ୍ଷରୁ ସମସ୍ତ ଟିକେଟକୁ ରଦ୍ଦ କରାଯାଇଛି । ଏଥିସହିତ ହିଁ ଟିକେଟ୍ ଟଙ୍କା ରିଫଣ୍ଡ…

ସ୍କୁଲ ଫି ଛାଡ଼କୁ ବିରୋଧ କଲେ ଘରୋଇ ବିଦ୍ୟାଳୟ

କଟକ: କୋଭିଡ଼ ୧୯ ମହାମାରୀ ସତ୍ତ୍ୱେ ଟ୍ୟୁସନ ତଥା ଅନ୍ୟ ସ୍କୁଲ ଫି ଛାଡ଼କୁ ବିରୋଧ କରିଛନ୍ତି ଓଡ଼ିଶାର ବେସରକାରୀ ବିଦ୍ୟାଳୟ । ଓଡ଼ିଶା ଅଭିଭାବକ ସଂଘ ଦ୍ୱାରା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦିଆଯାଇଥିବା ଜନ ସ୍ୱାର୍ଥ ମାମଲାରେ, ଉଚ୍ଚ ନ୍ୟାୟାଳୟ ବେସରକାରୀ ବିଦ୍ୟାଳୟ ମାନଙ୍କ ଠାରୁ ଉତ୍ତର ମାଗିଥିବା…