Latest Odisha News

BREAKING NEWS

ପ୍ରତିରକ୍ଷା ସଚିବ ହେଲେ ଅଜୟ କୁମାର

ଭୁବନେଶ୍ୱର: କେରଳ କ୍ୟାଡରର ୧୯୮୫ ବ୍ୟାଚର ଆଇଏଏସ ଅଧିକାରୀ ଡଃ ଅଜୟ କୁମାର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ନିଯୁକ୍ତ ହୋଇଛନ୍ତି । କ୍ୟାବିନେଟ ନିଯୁକ୍ତି କମିଟି (ଏସିସି) ଡଃ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗର ୧୯୮୨ ବ୍ୟାଚ୍ ଅଫିସର ସଞ୍ଜୟ ମିତ୍ରଙ୍କ…

ସ୍ୱରାଷ୍ଟ୍ର ସଚିବ ଭାବେ ଅଜୟ କୁମାର ଭଲ୍ଲା ନିଯୁକ୍ତ

ନୂଆଦିଲ୍ଲୀ: ୧୯୮୪ ବ୍ୟାଚର ଆସାମ-ମେଘାଳୟ କ୍ୟାଡରର ଆଇଏଏସ୍ ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂତନ ସ୍ୱରାଷ୍ଟ୍ର ସଚିବ ଭାବେ ଗୁରୁବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି (ଏସିସି) ୧୯୮୪ ବ୍ୟାଚର ଭାରତୀୟ…

ଦର୍ପଣ-୯

ଦର୍ପଣ-୯ ଈପ୍‍ସିତା ଷଡ଼ଙ୍ଗୀ ଏ ଭିତରେ ଚାଲ ଆମେ ଶବ୍ଦ କୋଷଟେ ରଚିବା ଆମର, ସେଥିରେ ଥିବ ଅସଂଖ୍ୟ ସଂକେତ ସେ ଚିହ୍ନକୁ ବୁଝିବ ତୁମେ ବୁଝିବି ମୁଁ ହିଁ କେବଳ । କହ ଏବେ, କେଉଁ ପରି ଚିହ୍ନ କରିବା ଫୁଲ ପାଇଁ କି ଚିହ୍ନରେ ମନ, କି ଚିହ୍ନରେ ହୃଦୟ, ଦୁଃଖ, ସମୟ ଅଭିମାନ କି କି…

ରାଜ୍ୟର ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହେଲେ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଏପର୍ଯ୍ୟନ୍ତ ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଲିହୁଡ଼ ଏଣ୍ଡ ଇନକମ ଅଗୁମେଣ୍ଟେସନ) ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଦିନ କହିଛନ୍ତି । କାଳିଆ ଯୋଜନା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ…

ଗାଜର ବାଦାମ କ୍ଷୀରି

ପ୍ରସ୍ତୁତ କରନ୍ତୁ ଗାଜର ବାଦାମ କ୍ଷୀରି । ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶକୀୟ ସାମଗ୍ରୀ: ଗାଜର – ୩, ବାଦାମ୍ – ୧/୨ କପ୍, ଖଜୁରୀ – ୫, କ୍ଷୀର – ୧/୨ କିଲୋ, କେସର – ଏକ ଚିମୁଟା, କାଜୁ – ୧୦, ଘିଅ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ : ବାଦମକୁ ଅଧଘଣ୍ଟା…

ନିୟମିତ ଖାଆନ୍ତୁ ଅଖରୋଟ, ନିୟନ୍ତ୍ରଣରେ ରହିବ ଏହିସବୁ ସମସ୍ୟା

ଭୁବନେଶ୍ବର: ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ…

ଦେଖନ୍ତୁ, ଆମେରିକାରେ ‘ଭଗବତ୍ ଗୀତା’ ଅନ୍ତାକ୍ଷରୀ

ଭୁବନେଶ୍ୱର: ଘରେ ହେଉ ବା ବାହାରେ ଖାଲି ସମୟକୁ କାଟିବାକୁ ଅନ୍ତାକ୍ଷରୀ ପ୍ରାୟ ସମସ୍ତଙ୍କର ପ୍ରିୟ ଖେଳ । ଭଳିକି ଭଳି ଆଧୁନିକ ଗୀତର ତାଳେ ତାଳେ ଏହି ଖେଳ ଖେଳିବାକୁ ଭାରି ମଜା ଲାଗେ । ଆଜିବି ଏହାର ଲୋକପ୍ରିୟତା କୌଣସି ମତେ କମ୍ ହୋଇନାହିଁ । ଦେଶ ହେଉକି ବିଦେଶ ସବୁଠି ଏହାର ଚାହିଦା ।…

ଏମିତି ଏକ ମନ୍ଦିର ଯେଉଁଠାକୁ ପ୍ରବେଶ କରିପାରିବେନି ନେତା ଓ ଅଫିସର

କାନପୁର: ମନ୍ଦିର ଭିତରକୁ ଜୋତାର ପ୍ରବେଶ ନାହିଁ ବୋଲି ତ ସମସ୍ତେ ଜାଣିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଟିଏ ମନ୍ଦିର ବିଷୟରେ କହିବୁ ଯାହା ଭିତରକୁ ଜୋତା ନୁହେଁ ଆଜ୍ଞା ନେତାଙ୍କ ପ୍ରବେଶ ଉପରେ ରହିଛି ପ୍ରତିବନ୍ଧକ । ଏଭଳି ଏକ ନିଆରା ମନ୍ଦିର ରହିଛି ଉତ୍ତରପ୍ରଦେଶର କାନପୁରଠାରେ ।…

ଜଷ୍ଟିସ ବିପି ଦାସ ‘ଓଏଚଆରସି’ ଅଧ୍ୟକ୍ଷ ଭାବେ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଓଡ଼ିଶା ମାନବିକ ଅଧିକାର କମିଶନ (ଓଏଚଆରସି) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି । ଏହାବ୍ୟତୀତ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ କମିଶନର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।…