ଭାଇଜାଗ ଗ୍ୟାସ ଲିକ୍: ୧୦ ମୃତ, ୫ ହଜାର ଅସୁସ୍ଥ
ବିଶାଖାପାଟନ: ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ କେମିକାଲ ପ୍ଲାଂଟରୁ ଗ୍ୟାସ ଲିକ୍ ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୫ ହଜାର ଲୋକ ଅସୁସ୍ଥ ହୋଇଛନ୍ତି । ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ପ୍ଲାଂଟର ୩ କିଲୋମିଟର ଅଂଚଳର ୨୦ଟି ଗାଁ ପ୍ରଭାବିତ ହୋଇଛି । ତେବେ ବର୍ତମାନ ଘଟଣା ନିୟନ୍ତ୍ରଣରେ ରହିଛି…