‘ବନ୍ଦେ ଭାରତ ମିଶନ’: ସ୍ୱରାଷ୍ଟ୍ର ଫେରିବେ ପ୍ରବାସୀ ଭାରତୀୟ
ନୂଆଦିଲ୍ଲୀ:ମହାମାରୀ କରୋନା ଭାଇରସ ଯୋଗୁଁ ବିଭିନ୍ନ ଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟ ଆଜିଠାରୁ ଘରକୁ ଫେରିବେ । ହଜାର ହଜାର ସଂଖ୍ୟକ ଏହି ପ୍ରବାସୀ ଭାରତୀୟମାନେ ବିମାନ ଓ ପାଣି ଜାହାଜ ଯୋଗେ ଫେରିବେ ବୋଲି ଜଣାପଡିଛି ।
ଜାତୀୟ ଗଣମାଧ୍ୟମର ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଦେଶ ସଚିବ…