ଦେଶବ୍ୟାପୀ ୭୩ତମ ସ୍ୱାଧୀନତା ଦିବସ ପାଳନ, ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ଅବସରରେ ଲାଲକିଲ୍ଲାଠାରେ ଦେଶର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଜି ମଧ୍ୟ ଦେଶବ୍ୟାପୀ ପାଳିତ ହେଉଛି ରକ୍ଷାବନ୍ଧନ ଉତ୍ସବ, ଦେଶବାସୀଙ୍କୁ ଉଭୟ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଲାଗି ଶୁଭେଚ୍ଛା…