Latest Odisha News

BREAKING NEWS

ଭାରତୀୟ ଫୁଟବଲର ମହାନ ଖେଳାଳି ଚୁନ୍ନି ଗୋସ୍ୱାମୀଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ଚୁନ୍ନି ଗୋସ୍ୱାମୀଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନେତୃତ୍ୱରେ ଭାରତ ୧୯୬୨ରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିଲା । ଚୁନ୍ନି ଗୋସ୍ୱାମୀ ଜଣେ ଭଲ କ୍ରିକେଟ…

ଲଞ୍ଚ ହେଲା ସାଓମି ମିୟୁ ୧୨; କ’ଣ ରହିଛି ନୂଆ ବୈଶିଷ୍ଟ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ ନିର୍ମାତା ସାଓମି ମଧ୍ୟ ମି ୧୦ ୟୁଥ୍ ସଂସ୍କରଣ ସ୍ମାର୍ଟଫୋନ୍ ସହିତ ପରବର୍ତ୍ତୀ ପିଢ଼ିର ୟୁଜର୍ ଇଣ୍ଟରଫେସ୍ ମିୟୁ ୧୨ ଲଞ୍ଚ କରିଛି |  ସାଓମି ର ଏହି ନୂତନ ବ୍ୟବହାରକାରୀ ଇଣ୍ଟରଫେସ୍ ସହିତ, କେଉଁ ନୂତନ ବୈଶିଷ୍ଟ୍ୟଗୁଡିକ ଯୋଗ କରାଯାଇଛି ଏବଂ କେଉଁ…

କ୍ଷତି ନ କରି ମାସ୍କ ପିନ୍ଧା କ୍ଷୁଦ୍ର ଗ୍ରହ ପୃଥିବୀ ଅତିକ୍ରମ କଲା

ନୂଆଦିଲ୍ଲୀ: ପୃଥିବୀର କୌଣସି କ୍ଷତି ନ କରି ମାସ୍କ ପିନ୍ଧା କ୍ଷୁଦ୍ର ଗ୍ରହ ଏହାକୁ ଅତିକ୍ରମ କରି ଚାଲିଯାଇଛି । ୧୯ ହଜାର କିଲୋମିଟର ପ୍ରତି ଘଂଟା ବେଗରେ ଭୋର ୩ଟା୩୦ରେ ଏହା ପୃଥିବୀ ଅତିକ୍ରମ କରିଥିଲା । ପୂର୍ବରୁ ନାସା ବୈଜ୍ଞାନିକମାନେ ସ୍ପଷ୍ଟ କରି ଦେଇଥିଲେ ଏଭେରେଷ୍ଟ ଆକୃତିର ଏହି ଗ୍ରହ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଏବେ ଗଡିବନି ଟ୍ରେନ୍‌: କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଗଡିବନି ଟ୍ରେନ୍ । ଉପୁଜିଥିବା ପରିସ୍ଥିତିରେ ଟ୍ରେନ ଚଳାଇବା ସମ୍ଭବ ନୁହେଁ ବୋଲି ଆଜି ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ସାରା ଦେଶରେ ଲକଡାଉନ୍ ଜାରି ରହିଛି । ବିଭିନ୍ନ ରାଜ୍ୟ ସରକାର ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅଟକି ରହିଥିବା ସେମାନଙ୍କ ରାଜ୍ୟବାସୀଙ୍କୁ…

ଟ୍ୱିନ୍ ସିଟି ପାଇଁ ନୂଆ ଗାଇଡ୍‌ଲାଇନ୍‌: ସାମାଜିକ ଦୂରତା ନରଖିଲେ ୫ଶହ ଟଙ୍କା ଫାଇନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ମହାମାରୀ ଯୋଗୁଁ ତାଲାବନ୍ଦ ପଡିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମାସ୍କ ପରେ ଏବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । କଟକ-ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରଖି ଦୋକାନ ବଜାର ଅଞ୍ଚଳରେ ଭିଡ଼ ନକରିବା…

ବାପାଙ୍କୁ ଦେଖି ପାରିଲେନି ରିଦ୍ଧିମା, ଭିଡ଼ିଓ କଲରେ ଋଷିଙ୍କ ଶେଷକୃତ୍ୟ ଦେଖାଇଲେ ଆଲିଆ

ମୁମ୍ବାଇ : ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଦର୍ଶନ କରିପାରିଲେନି ତାଙ୍କର ଏକମାତ୍ର ଝିଅ ରିଦ୍ଧିମା କପୁର ସାହାନି । ଋଷିଙ୍କ ଶେଷକୃତ୍ୟକୁ ଭିଡ଼ିଓ କଲ ଦ୍ୱାରା ରିଦ୍ଧିମାଙ୍କୁ ଦେଖାଇଛନ୍ତି ତାଙ୍କ ଭାଇ ରଣବୀର କପୂରଙ୍କ ବାନ୍ଧବୀ ଆଲିଆ ଭଟ୍ଟ । ଅପରାହ୍ନରେ ଋଷିଙ୍କ ଶେଷକୃତ୍ୟ…

ଜାଣନ୍ତୁ; କିପରି ‘ମେସେଜିଂ ଆପ୍ ହ୍ଵାଟ୍ସଆପ୍’ ରେ ଏବେ ମିଳିପାରିବ ଲୋନ !

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ରେ ମେସେଜିଂ ବ୍ୟତୀତ ବର୍ତ୍ତମାନ ଆପଣ ଶୀଘ୍ର ୠଣ ପାଇଁ ଆବେଦନ କରିପାରିବେ।  ମେସେଜିଂ ଆପ୍ ପେମେଣ୍ଟ ସେବା ଆରମ୍ଭ କରିବା ପରେ ଏବେ ୠଣ ସୁବିଧା ଆରମ୍ଭ କରିବା ବିଷୟରେ ମଧ୍ୟ କହିଛି।  ଏହି ମେସେଜିଂ ଆପ୍ କହିଛି ଯେ ଏହା ନିଜେ ବ୍ୟାଙ୍କିଙ୍ଗ ବ୍ୟବସାୟରେ ପ୍ରବେଶ…

ରିଷି କାପୁରଙ୍କ ସମ୍ପର୍କରେ ୧୦ ରୋଚକ ତଥ୍ୟ

ମୁମ୍ବାଇ: ଲଭରବୟ ରିଷି କାପୁର ପ୍ରଶଂସକଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ଋଷି ସର୍ବଦା ସିଧାସଳଖ କଥା କହିବାକୁ ଭଲ ପାଆନ୍ତି । ଆସନ୍ତୁ ଜାଣିବା ଋଷୀଙ୍କ ଜୀବନର ୧୦ ତଥ୍ୟ ଯାହା ଆମକୁ ନିଶ୍ଚିତ ଭାବେ ତାଙ୍କ ଚରିତ୍ରକୁ ଠିକ୍ ଭାବେ ବୁଝାଇପାରିବ । ୧.ପାଟିରୁ ଦୁର୍ଗନ୍ଧ ବାହାରୁଛି ବୋଲି…

ସଫେଇ ଦେଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ହ୍ୱାଇଟ ହାଉସ କାହିଁକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କଲା ସେ ନେଇ ସଫେଇ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ କାର‌୍ୟ୍ୟାଳୟ ପକ୍ଷରୁ ମୋଦିଙ୍କୁ ‘ଅନଫ​‌ଲୋ’ କରାଯିବା ଘଟଣାରେ ସୃଷ୍ଟି ହୋଇଛି ରାଜନୈତିକ ଝଡ । ହ୍ବାଇଟ ହାଉସ…