ଆଖି ବୁଜିଲେ ବଲିଉଡର ଦିଗଜ୍ଜ ଅଭିନେତା ରିଷି କପୁର
ମୁମ୍ବାଇ: ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁର ।
ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ବିଳମ୍ୱିତ ରାତିରେ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
୬୭ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ…