Latest Odisha News

BREAKING NEWS

ୱାଘା ବର୍ଡରରେ ସମଝୌତା ଏକ୍ସପ୍ରେସକୁ ରୋକିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ରେଳପଥରେ ସମ୍ପର୍କ ଯୋଡୁଥିବା ଏକମାତ୍ର ଟ୍ରେନ୍ ସମଝୌତା ଏକ୍ସପ୍ରେସ ଚଳାଚଳକୁ ଗୁରୁବାର ଦିନ ରଦ୍ଦ କରିଛନ୍ତି ପାକିସ୍ତାନ ସରକାର । ଏନେଇ ଘୋଷଣା କରିଛନ୍ତି ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍ ରସିଦ୍ ମହମ୍ମଦ୍ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ନାଲକୋ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଭୁବନେଶ୍ୱର: ନାଲକୋ ପ୍ଲାଣ୍ଟର ଅନୁଗୁଳ ୟୁନିଟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁବାର ଦିନ ପୁଣି ଜଣେ ଶ୍ରମିକଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ନାମ ରଜନୀକାନ୍ତ ପରିଡା ଏବଂ ତାଙ୍କ ଘର ଅନୁଗୁଳ ଜିଲ୍ଲାର ବେନ୍ତପୁର ଗ୍ରାମ ବୋଲି ଜଣାପଡିଛି ।…

କଥାକୁହା ଫଟୋ: ବାଲୁକାଶିଳ୍ପୀଙ୍କ କଳାକୃତୀରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ…

ଭୁବନେଶ୍ୱର: ସଂସଦରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍ ଗୃହିତ ହୋଇଯିବା ପରେ ଏବେ ଏହି ରାଜ୍ୟ ଜମ୍ମୁ-କାଶ୍ମୀର ଓ ଲଦାଖ ପରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠିତ ହେବ । ସମଗ୍ର ଭାରତବର୍ଷ ଏହାକୁ ନେଇ ଖୁସି ମନାଉଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଓଡ଼ିଶାରେ ବିଭିନ୍ନ…

ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇ ଗୁରୁବାର ଦିନ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି । ମିଳିଥିବା ସୂଚନାନୁଯାୟୀ ତାଙ୍କୁ ପ୍ରଦାନ କରାଯାଇଥିବା ନୂଆ ବଙ୍ଗଳାରେ ରଜନୀକାନ୍ତ ଥିବାବେଳେ କୌଣସି କାରଣ ବଶତଃ ଆଜି ସକାଳେ ତାଙ୍କର ଗୋଡ…

ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ମିଳିବ ବୀର ଚକ୍ର !

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରାଯାଇପାରେ । ଗଣମାଧ୍ୟମରେ ପ୍ରକାଶିତ ରିର୍ପୋଟ ଅନୁଯାୟୀ ଚଳିତଥର ଏୟାର ଷ୍ଟ୍ରାଇକରେ ସାମିଲ ହୋଇଥିବା ମିରାଜ-୨୦୦୦ର ୫ ଜଣ ପାଇଲଟଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ…

ଓଡିଶା ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ବିକେ ଶର୍ମା

ଭୁବନେଶ୍ୱର: ଓଡିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ଗୁରୁବାର ଦିନ ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟଭାର…

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମୁକାବିଲା

ଗାୟେନା: ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକକୁ ଟି-୨୦ ମୁକାବିଲାରେ ବିଜୟୀ ହୋଇ ସିରିଜ୍ ହାତେଇଥିବା ବେଳେ ଆଜିଠୁଁ ଆରମ୍ଭ ହେଉଛି ଦିନିକିଆ ଟକ୍କର୍ । ବିରାଟ କୋହଲୀଙ୍କ ଭାରତୀୟ ଦଳ ୱେଷ୍ଟ ଇଣ୍ଡିଜ ଦଳଠୁଁ ବେଶ୍ ଶକ୍ତିଶାଳୀ ସାବ୍ୟସ୍ତ ହେଉଥିଲେ ମଧ୍ୟ ଘରୋଇ ପିଚରେ କାରବିୟାନ୍ ଦଳକୁ ପରାସ୍ତ କରିବା…

ଦକ୍ଷିଣ ଓଡିଶାରେ ସୁଧୁରୁଛି ବନ୍ୟା ସ୍ଥିତି

ଭୁବନେଶ୍ୱର: ଦକ୍ଷିଣ ଓଡିଶାରେ ଗତ ୧୨ ଘଣ୍ଟା ମଧ୍ୟରେ ବର୍ଷାର ପରିମାଣ ସାମାନ୍ୟ କମିଥିବା ଯୋଗୁଁ ମାଲକାନଗିରି ଓ ରାୟଗଡାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଧିରେଧିରେ ସୁଧୁରିବାରେ ଲାଗିଛି । ମାଲକାନଗିରି ଜିଲ୍ଲାର ପୋଟେରୁ, କାଙ୍କରମୁଣ୍ଡା ଓ ଏମଭି-୯୦ ଅଞ୍ଚଳରେ ଜଳସ୍ତର କମିଥିବାରୁ…

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଗଜପତି: ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଅଡବା ଗ୍ରାମ ନିକଟ ଜଙ୍ଗଲରୁ ଗୁରୁବାର ସକାଳୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, କିଛି ଗାଈ ଚରାଳୀମାନେ ଉକ୍ତ ନବଜାତ ଶିଶୁଟିକୁ ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ସେମାନେ ଶିଶୁଟିକୁ…

ଘଡଘଡି ସହ ବର୍ଷା ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୧୨ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।…