ବାଇକ ଧକ୍କାରେ ପ୍ରାଣ ହରାଇଲେ କର୍ତ୍ତବ୍ୟରତ ପୋଲିସ ଅଧିକାରୀ
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଯାନବାହନ ଯାଞ୍ଚ କରୁଥିବା ସମୟରେ ଏକ ମୋଟର ସାଇକେଲ ଧକ୍କାରେ ପ୍ରାଣ ହରାଇଛନ୍ତି ବାରିପଦା ଟାଉନଥାନା ସବ- ଇନ୍ସପେକ୍ଟର ଦୟାନିଧି ଦାସ ।
ମିଳିଥିବା ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ବାରିପଦା ସହରର ତକତପୁର…