Latest Odisha News

BREAKING NEWS

ମଧୁମେହକୁ ଭଲ କରିବ ମେଥି

ସାଧାରଣତଃ ଆମେମାନେ ମେଥିକୁ ରୋଷେଇ ଘରେ ବ୍ୟବହାର କରୁ । କିନ୍ତୁ ଏହା ବ୍ୟତୀତ ମେଥିରେ ଭରି ରହିଛି ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି…

୬ଟି ରାଜ୍ୟର ନୂଆ ରାଜ୍ୟପାଳଙ୍କ ନାମ ଘୋଷଣା କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଜଗଦୀପ ଧନକର୍ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଏହି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶର ରାଜ୍ୟପାଳ…

 ଟେଲି ଷ୍ଟାରଙ୍କ ‘ଫେସ୍‌ ଆପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ‘ଫେସ୍‌ ଆପ୍‌’ର ନିଶା ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଟେଲିଭିଜନ ଓ ବଲିଉଡ୍‌ ସେଲିବ୍ରେଟି ମଧ୍ୟ ଏଥିରୁ ବାଦ୍ ପଡି ନାହାନ୍ତି ।ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ…

ରେଶମି ପନିର

ରେଶମୀ ଶାଢ଼ୀ ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ରେଶମି ପନିର ?ଆଜି ଆସନ୍ତୁ ତିଆରି କରି ଶିଖିବା ରେଶମି ପନିର । ରେଶମି ପନିର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ପନିର - ୩୦୦ ଗ୍ରାମ, ପିଆଜ – ୧ଟି , ଟମାଟୋ- ୧ଟି , ଶିମଳା ଲଙ୍କା  - ୧ଟି, ଅଦା ରସୁଣ ପେଷ୍ଟ  - ୧ ଚାମଚ, ଧନିଆ…

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ବିୟୋଗରେ ନବୀନଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଦେହାନ୍ତରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଶୋକପ୍ରକାଶ କରିଛନ୍ତି।…

ଓଡ଼ିଶାର ରପ୍ତାନକାରୀଙ୍କ ଲାଗି ଖୁସି ଖବର ! ରାଜଧାନୀରେ ଆରମ୍ଭ ହେଲା ବିଦେଶ ଡ଼ାକସେବା

ଭୁବନେଶ୍ୱର: ବିଦେଶ ପୋଷ୍ଟ ଅଫିସ ! ପୁଣି ଓଡ଼ିଶାରେ ! ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତକଥା । ଓଡ଼ିଶାରେ ଶନିବାର ଦିନ ଓଡ଼ିଶା ରାଜଧାନୀ ଭୁବନେଶ୍ୱରଠାରେ ଉଦଘାଟିତ ହୋଇଛି ଏହି ବିଦେଶ ଡ଼ାକଘର । ଏହି ନୂଆ ପୋଷ୍ଟ ଅଫିସଟିକୁ ଆଜି ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟସ୍ଥିତ…

ଘାଟି ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍, ଘଣ୍ଟାକରେ ଖାଲି ହୋଇଗଲା ଗାଡ଼ି !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଜୁଡ଼ିଆ ଘାଟିରେ ଏକ ସଡ଼କ ଦୁର୍ଘଟଣା ଘଟିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଏକ ପିଆଜ ବୋଝେଇ ଟ୍ରକଟି ଜୁଡ଼ିଆ ଘାଟିରେ ଯାଉଥିବା…

କୋହଲୀଙ୍କ ଉପରେ ନିର୍ଭର କରୁଛି ଧୋନୀଙ୍କ କ୍ରିକେଟ ଭବିଷ୍ୟତ !

ଭୁବନେଶ୍ୱର: ଭାରତୀୟ କ୍ରିକେଟରେ ଏକ ଜାଜ୍ଜ୍ୱଲମାନ ତାରକା ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗନ୍ତ ଦେବାରେ ଧୋନୀଙ୍କର ରହିଛି ଅନେକ ପରିଶ୍ରମ ତଥା ଅକୁଣ୍ଠିତ ଉଦ୍ୟମ । ଏହି ମହାନ କ୍ରିକେଟ ତାରକାଙ୍କୁ ଭାରତୀୟ କ୍ରିକେଟପ୍ରେମୀ କେବେବି ଭୁଲି ପାରିବେ ନାହିଁ,…

ଓଡିଶା ଖଦି ବୋର୍ଡ ଦୁର୍ନୀତିକୁ ନେଇ ଗୃହରେ ହଙ୍ଗାମା, ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ (ଓକେଜିବି)ରେ ବ୍ୟାପକ ଅନୀୟମିତାକୁ ନେଇ ଓଡିଶା ବିଧାନସଭାରେ ବିରୋଧି ବିଜେପି ତୁମ୍ବିତୋଫାନ କରିଛି । ଏହି ଦୁର୍ନୀତିକୁ ନେଇ ବିଜେପି ତଦନ୍ତ ଦାବି କରିଛି । ଗୃହର ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗକୁ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ…

ଧ୍ୟାନ ଓ ଆଧ୍ୟାତ୍ମିକତାର ଚରମ ସୋପାନ: ଚନ୍ଦ୍ରଗିରିର ପଦ୍ମସମ୍ଭବ ପୀଠ

ଭୁବନେଶ୍ୱର: ଧ୍ୟାନ ଲାଗି ଏହି ମହାବୀର ପୀଠଟି ବୌଦ୍ଧଭିକ୍ଷୁଙ୍କର ବେଶ୍ ପସନ୍ଦଯୋଗ୍ୟ । ଆଧ୍ୟାତ୍ମିକତାର ବାତାବରଣ ସୃଷ୍ଟି କରୁଥିବା ଏହି ପ୍ରାକୃତିକ ନୈସର୍ଗିକ ସ୍ଥାନଟିରେ ପ୍ରତି ମୂହୁର୍ତ୍ତରେ ଶାନ୍ତି ବିରାଜମାନ କରୁଥାଏ । ଅଧ୍ୟୟନରତ ବୌଦ୍ଧଭିକ୍ଷୁମାନେ ଏହି ପୀଠକୁ କେବଳ ଧ୍ୟାନଯୋଗ…