Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ପ୍ରସୂତୀ ମହିଳା: ସିଲ ହେଲା ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବ

ଢେଙ୍କାନାଳ:ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ ଚିହ୍ନଟ ହେବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଟି ନର୍ସିଂହୋମ ଓ ୩ଟି ପାଥୋଲ୍ୟାବକୁ ସିଲ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗର୍ଭବତୀ ମହିଳା ଜଣଙ୍କ ପ୍ରଥମେ ଏକ ନର୍ସିଂହୋମକୁ ପ୍ରସୂତୀ ପାଇଁ ଯାଇଥିଲେ । ମାତ୍ର…

କୋଭିଡ୍‌ ପରିଚାଳନା କାର୍ଯ୍ୟରେ ୭ କିନ୍ନରଙ୍କୁ ନିଯୁକ୍ତି ଦେଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ କରି ରାଉରକେଲା ସହରର ଓ ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ କୋଭିଡ୍‌ ହସ୍‌ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାକୁ ଯାଉଛି। ଆସନ୍ତା ଦିନରେ ସହରର…

ଟି-୨୦ ବିଶ୍ୱକପ୍ ନେଇ ଆଜି ଆସିପାରେ ଫୈସଲା

କରୋନା ମହାମାରୀ ଭିତରେ ଚଳିତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବ କି ନାହିଁ ସସପେନ୍ସ ଲାଗି ରହିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି କୌଣସି ନିଷ୍ପତ୍ତି ନେଇ ନାହିଁ । ଆଜି ବସୁଛି ଆଇସିସିର ଜେନେରାଲ୍ ବଡି ମିଟିଂ । ଭାରତୀୟ ସମୟ ଅପରାହଣ ସାଢ଼େ ୩ଟାରେ ଭିଡିଓ କନଫରେନ୍ସିଂରେ ବୈଠକ…

ପ୍ଲାଜ୍‌ମା ଦାନ କରିବେ ଏନ୍‌ଡିଆର୍‌ଏଫ୍‌ ଯବାନ

ଭୁବନେଶ୍ୱର: ପ୍ରଥମେ ଅଗ୍ନିଶମ ସେବା ବାହିନୀ ଆଉ ଏବେ ଏନ୍‌ଡିଆର୍‌ଏଫ୍‌ ଯବାନ ଦାନ କରିବେ ପ୍ଳାଜମା। କରୋନା ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଏହି ଯୋଦ୍ଧା ମାନେ ପୁନଃ ନିଜର ମହନୀୟତା ଦେଖାଇଛନ୍ତି। କୋଭିଡ୍‌-୧୯ ବୈଷୟିକ ମୁଖପାତ୍ର ପ୍ରଫେସର ଜୟନ୍ତ କୁମାର ପଣ୍ଡା ଦେଇଥିବା ସୂଚନା…

ଏକ ଚମତ୍କାରୀ ଶିବଲିଙ୍ଗ: ଯେଉଁଠି ଆପଣାଛାଏଁ ହୁଏ ଜଳାଭିଷେକ

ଭୁବନେଶ୍ୱର: ଶିବ ଓ ଚମତ୍କାରିତା ପରସ୍ପର ପରିପୁରକ । ଯେଉଁଠି ଶିବ ସେଇଠି ଚମତ୍କାର। ସେହିଭଳି ଶିବଙ୍କ ଚମତ୍କାରର ଏକ ଅଦ୍ଭୁତ ଉଦାହରଣ ଦେଖିବାକୁ ମିଳେ ଝାଡଖଣ୍ଡର ରାମଗଡଠୁ ୮ କି.ମି ଦୂରରେ ଅବସ୍ଥିତ ଶିବମନ୍ଦିରରେ । ଏହି ମନ୍ଦିରଟି ଚୋଟୀ ଝରଣା ନାମରେ ପ୍ରସିଦ୍ଧି ଅର୍ଜନ କରିଛି । ଏଠାରେ…

ବାଲେଶ୍ଵରରୁ ଉଦ୍ଧାର ହେଲା ଏକ ବିରଳ ପ୍ରଜାତିର କଇଁଛ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ସୋରୋ ବ୍ଲକର ସୁଜନପୁର ଗ୍ରାମ ନିକଟରୁ ରବିବାର ଦିନ ଉଦ୍ଧାର ହୋଇଛି ଏକ ଏକ ବିରଳ ପ୍ରଜାତିର ହଳଦିଆ କଇଁଛ। ଉକ୍ତ ଅଞ୍ଚଳର ଜଣେ ଚାଷୀ ବାସୁଦେବ ମହାପାତ୍ର ନିଜ ଚାଷ ଜମିରେ ଚାଷ କରୁଥିବା ବେଳେ ଏହି ବିରଳ ପ୍ରଜାତିର କଇଁଛ ଟିକୁ ଦେଖିବାକୁ ପାଇଥିଲେ। ଏହାକୁ…

ଦିଲ୍ଲୀ ଏମ୍ସରେ ଆଜିଠୁ କୋଭାକସିନର ହ୍ୟୁମାନ ଟ୍ରାଏଲ 

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଢୁଛି ଆଶା। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମ୍ସରେ ଆଜିଠାରୁ କୋଭାକସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଏହି ପରୀକ୍ଷଣ ପ୍ରଥମେ ୧୦୦…

ପାଣିପାଗ ବିଭାଗର ସତର୍କ ସୂଚନା: ରାଜ୍ୟର ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୩ଟି ଜିଲ୍ଲାରେ ସୋମବାର ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ଏହି ୩ ଜିଲ୍ଲା ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ । ଏହି ସମସ୍ତ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ନେବେ ଆଇପିଏସ ଉମାଶଙ୍କର ଦାସ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରିବେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଡ. ଉମାଶଙ୍କର ଦାସ। ଉମାଶଙ୍କର ଏହା ପୂର୍ବରୁ ପୁରୀ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। କମିସନରେଟ୍‌ ପୁଲିସର ମୁଖ୍ୟାଳୟରେ ଡ. ଦାସ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ…

ଓଡ଼ିଶାର ୧୦ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର

ଭୁବନେଶ୍ୱର: ଭାରତର ସ୍ବାଧୀନତା ଆନ୍ଦୋଳନରେ ନିଜର ଅବଦାନ ପାଇଁ ଓଡିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅଗଷ୍ଟ ୯ ତାରିଖରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଅଗଷ୍ଟ ୯ ରେଏହି ସମ୍ମାନ ଜନକ ପୁରସ୍କାର ଭାରତର ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ । ଏହି…