Latest Odisha News

BREAKING NEWS

ବାସ୍ତୁ ଅନୁସାରେ ସଜାନ୍ତୁ ଅଫିସ: ମିଳିବ ସଫଳତା 

ଭୁବନେଶ୍ୱର: ଘର ତଥା ଅଫିସକୁ ବାସ୍ତୁ ଅନୁସାରେ ସଜାଇଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏହା ଦ୍ୱାରା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ । ଅଫିସକୁ କିପରି ସଜାଇଲେ ସକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା : ଯଦି କାର୍ଯ୍ୟକ୍ଷେତ୍ରରେ…

ଦଶପଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା, ଜନଜୀବନ ବାଧାପ୍ରାପ୍ତ

ଦଶପଲ୍ଲା : ନୟାଗଡ ଜିଲ୍ଲାର ଦଶପଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଦିନ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଦଶପଲ୍ଲା ସବ୍-ଜେଲକୁ ନୟାଗଡ ସ୍ଥାନାନ୍ତର କରାଯିବା ନିଷ୍ପତ୍ତି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଥିବାବେଳେ ବିକ୍ଷୋଭକାରୀମାନେ…

ଘଡଘଡି ସହ ବର୍ଷା ଆଶଙ୍କା, ୪ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଆଦି ଜିଲ୍ଲାର ଗୋଟିଏ…

ଅକ୍ଷୟ କୁମାର ସର୍ବାଧିକ ଆୟ କରୁଥିବା ଅଭିନେତା

ମୁମ୍ବାଇ: ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ବିଶ୍ୱର ବହୁ ନାମୀଦାମୀ ଅଭିନେତା ସ୍ଥାନ ପାଇଥିବା ବେଳେ ଭାରତୀୟ ଅଭିନେତା ଭାବେ କେବଳ ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ମିଳିଥିବା ସୂଚନା ଅନୁଯାୟୀ…

ନୀଳାଦ୍ରି ବିଜେ: ପତ୍ନୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରନ୍ତି ମହାପ୍ରଭୁ…

ପୁରୀ: ଦୀର୍ଘ ୧୨ ଦିନର ରାଗ-ଅଭିମାନ ଆଜି ସ୍ୱାଦିଷ୍ଟ ରସଗୋଲାରେ ସମାପ୍ତ ହେବ । ପତ୍ନୀଙ୍କୁ ନ’ଡ଼ାକି ନ’କହି ଭାଇ-ଭଉଣୀଙ୍କୁ ସାଥିରେ ନେଇ ରଥରେ ବୁଲି ଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଆଜି ଫେରୁଛନ୍ତି ପ୍ରାଣପ୍ରିୟା ପତ୍ନୀ ମହାଲକ୍ଷ୍ମୀଙ୍କ ଶ୍ରୀମନ୍ଦିରକୁ । ସମସ୍ତ କ୍ରୋଧ ରାଗ ରୁଷା…

କଥାକୁହା ଫଟୋ: କାହିଁକି ଆସିଛୁ ମନ କିସ ନେବା ପାଇଁରେ…

ପୁରୀ: ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରାରୁ ବାହୁଡ଼ି ଲକ୍ଷ୍ମୀ ସା’ନ୍ତାଣୀଙ୍କ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଗତକାଲି ସନ୍ଧ୍ୟାରେ ରଥାରୁଢ ତିନିଠାକୁରଙ୍କ ଅଧରପଣା ନୀତି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେଲା ।

ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ

ଭୁବନେଶ୍ୱର : ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଥିବା ବେଳେ ସୋମବାର ଦିନ ନୀଳ କନ୍ଦରକୁ ବିଜେ କରୁଛନ୍ତି ତିନି ଠାକୁର । ପରମ୍ପରା ଅନୁଯାୟୀ ସୁନାବେଶ ଓ ଅଧରପଣା ଭୋଗର ଠିକ୍ ପରଦିନ ଶ୍ରୀଜିଉଙ୍କମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ…

ସ୍ଥଗିତ ରହିଲା ‘ଚନ୍ଦ୍ରଯାନ-୨’ ମିଶନ୍, ଜାଣନ୍ତୁ, କାହିଁକି

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ତ୍ୱାକାଂକ୍ଷୀ ମିଶନ କୁହାଯାଉଥିବା ଚନ୍ଦ୍ରଯାନ-୨କୁ ଉତକ୍ଷେପଣ ପୂର୍ବରୁ ସ୍ଥଗିତ କରାଯାଇଛି । ମହାକାଶ ଇତିହାସରେ ଭାରତକୁ ଆଉ ଏକ ସଫଳତା ମିଳିବାକୁ ଯାଉଥିବାବେଳେ ଏହା ସମସ୍ତଙ୍କୁ ଏକପ୍ରକାର ନିରାଶ କରିଛି ।…

ଚିତାକର୍ଷକ ଫାଇନାଲ୍ ଟାଇରେ ସମାପ୍ତ, ବିଶ୍ୱକପ ଜିତିଲା ଇଂଲଣ୍ଡ

ଲର୍ଡ଼ସ: ବିଶ୍ୱକପ ଜିତି ଲର୍ଡ଼ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଇଂଲଣ୍ଡ । ଟାଇରେ ସମାପ୍ତ ହେଲା ବିଶ୍ୱକପ ଫାଇନାଲ ମ୍ୟାଚ୍ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଫାଇନାଲର ନିର୍ଦ୍ଧାରିତ ୫୦ ଓଭରରେ ଉଭୟ ଦଳ ୨୪୧ ରନ କରିବାଫଳରେ ଟାଇ ମ୍ୟାଚ୍ ସୁପର୍ ଓଭରରେ ନିର୍ଣ୍ଣୟ ହୋଇଥିଲା । ଅର୍ଥାତ୍ ୫୦…

ରଥ ଉପରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନିରଥ ଉପରେ ପାରମ୍ପରିକ ରୀତି-ନୀତି ଅନୁଯାୟୀ ସମ୍ପନ୍ନ ହେଲା ଶ୍ରୀଜୀଉମାନଙ୍କ ଅଧରପଣା ନୀତି । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଉପରେ ତୁମ୍ବାକୃତି ମାଟିରେ ନିର୍ମିତ…