Latest Odisha News

BREAKING NEWS

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ନୂଆପଡା,…

କଟକରେ ଯୋଡା ଶିଶୁଙ୍କ ଚିକିତ୍ସା କରିବେ ସ୍ୱତନ୍ତ୍ର ଟିମ୍

କଟକ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମିତ ଯୋଡା ଶିଶୁଙ୍କ ଚିକିତ୍ସା ନିମନ୍ତେ ୭ ଜଣ ଡାକ୍ତରଙ୍କୁ ନେଇ ଏକ ସ୍ପେଶାଲ ଟିମ୍ ଗଠନ କରାଯାଇଛି । ଏନେଇ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏହି ଟିମର ଅଧ୍ୟକ୍ଷତା ଡଃ ହିରଣ୍ୟ ମହାନ୍ତି କରୁଥିବା ନେଇ ଶିଶୁ ଭବନର…

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତୀୟ ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ । ଫ୍ରାନ୍ସ ପକ୍ଷରୁ ଏନେଇ  ମିଳିଛି ସବୁଜ ସଙ୍କେତ । ରାଫାଲ ଯୁଦ୍ଧ ବିମାନ ପ୍ରଥମେ ୧୭ ସ୍କ୍ୱାଡ୍ରନକୁ ମିଳିବାର ସମ୍ଭାବନା ରହିଛି ।  ଭାରତୀୟ ବାୟୁସେନାରେ ସାମିଲ୍‌ ହେବା ପୂର୍ବରୁ ଏହାର ପରୀକ୍ଷଣ…

ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲ ଲକ୍ଷ୍ୟରେ ଭାରତ

ବର୍ମିଂହାମ୍ : ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଆଜି ଖେଳାଯିବାକୁ ଥିବା ମ୍ୟାଚରେ ମୁକାବିଲା କଡ୍ଡା ହେବ । ବର୍ମିଂହାମ୍ ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଛି । ଚଳିତ ବିଶ୍ୱକପରେ ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆ ପରାସ୍ତ ହେବାପରେ ସେମିଫାଇନାଲ୍ ରେସ୍ ଆହୁରି ରୋମାଞ୍ଚକର ହୋଇପାରେ ।…

ସଂସଦରେ ଆଲୋଚିତ ହେଲା ଭୁବନେଶ୍ୱର ଜଳବନ୍ଦୀ ସମସ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର : ନବନିର୍ବାଚିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାର୍ଲିଆମେଣ୍ଟରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ଉଠାଇଛନ୍ତି । “ଆଜି ଲୋକସଭାରେ ଶ୍ରୀମତି ଷଡଙ୍ଗୀ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା ଉଠାଇ କହିଛନ୍ତି ଯେ, ଘଣ୍ଟାଏ ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱରରେ…

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ…

ତୁମେ କେମିତି ଜାଣିବ

ତୁମେ କେମିତି ଜାଣିବ ସଂଗ୍ରାମ ଜେନା ତୁମେ କେମିତି ଜାଣିବ କେତେ ଜଣ ତୁମକୁ ଭଲ ପାଆନ୍ତି । ମାଷ୍ଟ୍ରେ ଯାହା ପଢ଼ାଉଛନ୍ତି ସେ ସବୁ ସତ ବର୍ଷା ହେଲେ ନଈବଢ଼ି ଆସିବ କି ନାହିଁ ରାତି ହେଲେ କେତେ ତାରା ଉଇଁବେ କେତେ ଜଣ ଏ ବର୍ଷ ଗୋପନରେ ଗର୍ଭପାତ କରିଛନ୍ତି ସଞ୍ଜ ହେଲେ ସବୁ ପକ୍ଷୀ…

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ଦୀର୍ଘ ୧୫ ଦିନ ଧରି ଅଣବସର ପିଣ୍ଡିରେ ରହି ଚିକିତ୍ସିତ ହେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଇତାପତି ସେବକମାନେ ମହାପ୍ରଭୁଙ୍କ ଆରୋଗ୍ୟ ହେବା ଖବର ଗଜପତି ମହାରାଜାଙ୍କୁ ଜଣାଇବା ପରେ ଏବେ ଶ୍ରୀମନ୍ଦିର ରଥଯାତ୍ରା ଲାଗି ହୋଇ ଉଠିଛି ଚଳଚଞ୍ଚଳ ।…

ଓଡ଼ିଶା ଓ ଜଗନ୍ନାଥ

ଓଡ଼ିଶା ଓ ଜଗନ୍ନାଥ ମାୟାଧର ମାନସିଂହ ଯେ ଦେବତା ସମଗ୍ର ଜଗତର ନାଥ ଏବଂ ଯେ ଓଡ଼ିଶା ଭୂମିକୁ ନିଜର ବାସସ୍ଥାନ ରୂପେ ଗ୍ରହଣ କରି ତାକୁ ଅନୁଗୃହୀତ କରିଛନ୍ତି, ସେ ଯେ ଓଡ଼ିଶାର ନୁହନ୍ତି, ଏକଥା କୁହାଯାଇ ପାରିବନାହିଁ । ଓଡ଼ିଶାର ମହାମହିମ ଗଜପତିମାନେ ସେମାନଙ୍କର ସୁଦୂର ପ୍ରସାରୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୨-୦୭-୨୦୧୯ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୨ ରିଖ ମଙ୍ଗଳ ବାର ମିଥୁନ ୧୮ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ…