ବୃଥା ଗଲା ପୂରଣଙ୍କ ବିସ୍ଫୋରକ ଶତକ, ଇଣ୍ଡିଜକୁ ୨୩ ରନରେ ପରାସ୍ତ କଲା ଶ୍ରୀଲଙ୍କା
ଲଣ୍ଡନ: ବିଶ୍ୱକପରେ ସୋମବାର ଦିନ ଅନୁଷ୍ଠିତ ଶ୍ରୀଲଙ୍କା ବନାମ ୱେଷ୍ଟଇଣ୍ଡିଜ ମ୍ୟାଚରେ ଶ୍ରୀଲଙ୍କା ୨୩ ରନରେ ବିଜୟ ହାସଲ କରିଛି । ମ୍ୟାଚର ଆରମ୍ଭରୁ ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାର ଦେଖାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୬ ୱିକେଟ ବିନିମୟରେ କରିଥିଲା ବିଶାଳ…