Latest Odisha News

BREAKING NEWS

କଂଗ୍ରେସ ଛାଡିଲେ ‘ଭିମସାର୍’ ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ

ଭୁବନେଶ୍ୱର : ବୁର୍ଲା ସ୍ଥିତ ଭିମସାର୍ ମେଡିକାଲର ପୂର୍ବତନ ନିର୍ଦ୍ଦେଶକ ଡଃ ଅଶ୍ୱିନୀ ପୂଜାହାରୀ ସୋମବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ପୂଜାହାରୀ ନିଜ ଇସ୍ତଫା ପତ୍ର ସମ୍ବଲପୁର କଂଗ୍ରେସ ସଭାପତି ଏବଂ ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିର ଚଳଚଞ୍ଚଳ

ଭୁବନେଶ୍ୱର : ଦୀର୍ଘଦିନ ଧରି ଅସୁସ୍ଥ ରହି ଶ୍ରୀଜିଉ ଅଣସର ଘରେ ସେବା ପାଉଥିବାବେଳେ ଧିରେ ଧିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ଏହି ଅବସରରେ ଶ୍ରୀଜୀଉଙ୍କ ନିକଟରେ ଘଣା ଏବଂ ଖଳି ଲାଗି ହେବା ପରେ ବନକଲାଗି ନୀତି ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଶ୍ରୀମନ୍ଦିରରେ…

ରାଜଧାନୀରେ ଛାତ୍ରୀ ଗର୍ଭବତୀ: ସିଡବ୍ଲ୍ୟୁସିର ପୋଲିସ ନିକଟରେ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀରେ ଏସଟି ଓ ଏସସି ବିଭାଗ ଅଧିନରେ ଥିବା ଛାତ୍ରୀନିବାସରେ ରହୁଥିବା ୪ ଜଣ ଛାତ୍ରୀଙ୍କର ପରୀକ୍ଷା ହେବା ପରେ ଜଣେ ଛାତ୍ରୀ ବର୍ତ୍ତମାନ ଗର୍ଭବତୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣା ସମ୍ପର୍କରେ ଡ଼େପୁଟି କମିଶନର ଅଫ ପୋଲିସ (ଡ଼ିସିପି)ଙ୍କ ନିକଟରେ ଖୋର୍ଦ୍ଧା…

ଜମ୍ମୁ କାଶ୍ମୀରରେ ଘାଟି ତଳକୁ ଖସି ପଡିଲା ବସ୍, ୩୩ ମୃତ

ଶ୍ରୀନଗର : ଜମ୍ମୁ କାଶ୍ମୀରର ସିରଫବାରୀ ସ୍ଥିତ କେଶୱନ ନିକଟରେ ସୋମବାର ଦିନ ଏକ ଯାତ୍ରୀବାହୀ ବସ ଘାଟି ତଳକୁ ଖସି ପଡିବା ଫଳରେ ପ୍ରାୟ ୩୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧-୦୭-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୧ ରିଖ ସୋମବାର ମିଥୁନ ୧୭ ଦିନ ଆଷାଢ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଭାରତର ପ୍ରଥମ ପରାଜୟ, ଇଂଲଣ୍ଡ ୩୧ ରନରେ ଜିତିଲା ମ୍ୟାଚ୍

ବର୍ମିଂହାମ୍: ବିଶ୍ୱକପ କ୍ରିକେଟରେ ରବିବାର ଅନୁଷ୍ଠିତ ମହା ମୁକାବିଲାରେ ଭାରତକୁ ୩୧ ରନରେ ପରାସ୍ତ କରିଛି । ଇଂଲଣ୍ଡର ୩୩୭/୭ ଜବାବରେ ଭାରତ ମୋଟ ୫୦ ଓଭରରେ ୩୦୬/୫ ରନ ସ୍କୋର କରିବାକୁ ସକ୍ଷମ ହୋଇଛି । ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମାଙ୍କ ପ୍ରଶଂସନୀୟ ୧୦୨ ରନ ଏବଂ କପ୍ତାନ ବିରାଟଙ୍କ…

ବହିର ପାଗଳ ପ୍ରେମିକ ଦାଶରଥି ପଟ୍ଟନାୟକ

ଦାଶରଥି ପଟ୍ଟନାୟକ (୧୯୦୭-୧୯୯୭) କ୍ଷେତ୍ର: ଭାଷା-ସାହିତ୍ୟ (ଗ୍ରନ୍ଥାଗାର) ଓଡ଼ିଶାରେ ପାଠାଗାର ଆନ୍ଦୋଳନ କ୍ଷେତ୍ରରେ ଯାହାଙ୍କ ଶ୍ରମ ଓ ଅବଦାନକୁ କଦାପି ଅସ୍ୱୀକାର କରିହେବ ନାହିଁ, ସେ ହେଲେ ଦାଶରଥି ପଟ୍ଟନାୟକ । ଦାସିଆ ଅଜା ନାମରେ ଖ୍ୟାତ ଏହି ମହାପୁରୁଷ ୧୨ ଜୁଲାଇ ୧୯୦୭ରେ ନୟାଗଡ଼…

ଇଂଲଣ୍ଡର ବିଶାଳ ୩୩୭ ରନ ସାମ୍ନାରେ ଭାରତର ସଂଘର୍ଷ ଜାରି

ଲଣ୍ଡନ: ବିଶ୍ୱକପରେ ରବିବାର ଦିନ ଅନୁଷ୍ଠିତ ହେଉଛି ମହାମୁକାବିଲା । ବିଶ୍ୱକପର ଦୁଇ ଦାବିଦାର ଦଳଙ୍କ ମଧ୍ୟରେ ମ୍ୟାଚ୍ ଜିତିବାକୁ ଚାଲିଛି କଡ୍ଡା ଟକ୍କର୍ । ଇଂଲଣ୍ଡର ବିଶାଳ ୩୩୭/୭ ଜବାବରେ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ ସଂଘର୍ଷ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୨୧ ଓଭର ଖେଳି ଗୋଟିଏ…

ବଙ୍ଗୋପସାଗରରେ ଲଘୁଚାପ, ୪ ଦିନ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିବ। ଏହାର ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଏହକୁ ଦୃଷ୍ଟିରେ ରଖି ପାଣିପାଗ…