Latest Odisha News

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ (୧୯୧୬-୨୦୧୦) କ୍ଷେତ୍ର: ସମାଜସେବା ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ…

ବୋମା ଧମକ: ଏୟାର୍ ଇଣ୍ଡିଆ ବିମାନ ଲଣ୍ଡନରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ: ମୁମ୍ବାଇରୁ ଏୟାର୍ ଇଣ୍ଡିଆ ଯାତ୍ରୀଙ୍କୁ ନେଇ ଆମେରିକା ଯାଉଥିବା ବେଳେ ବୋମା ଧମକ ପାଇ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଏୟାର୍ ଇଣ୍ଡିଆ ବିମାନଟି ବ୍ରିିଟିଶ୍ ଫାଇଟର୍ ଜେଟଗୁଡ଼ିକ ଦ୍ୱାରା ସୁରକ୍ଷା ପାଇ ଅବତରଣ କରିଛି । ରଏଟର୍ ନ୍ୟୁଜ୍ ଏଜେନ୍ସି ଦ୍ୱାରା…

ଚୁପଚାପ୍

ଚୁପଚାପ୍ ଅମିୟ ବେଜ୍ ଆଜିକାଲିର ପିଲାଏ ! ସାଧାରଣ କଅଣ ? ଅସାଧାରଣ ଜ୍ଞାନର ମାଲିକ ସବୁ । ସେମାନଙ୍କୁ ଜଣାଥିବ ନିଶ୍ଚୟ ଯେ' ମିରର୍ ରେ ପଛପାଖର ଘଟଣା-ଦୁର୍ଘଟଣା , ଆବଶ୍ୟକତା ଠାରୁ ଆଉରି ନିକଟତର ଦୃଶ୍ୟ ହୁଏ ବୋଲି । ତଥାପି ଦୁହେଁଯାକ ବେଫିକର୍ । ସମୟ ବୋଧେ ସରିଯିବ ଆଜିକପାଇଁ । କାଲିର…

ଜବର ଦଖଲକାରୀଙ୍କ କବଳରେ ୧୯,୦୦୦ ଏକର ସରକାରୀ ଜମି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୯,୪୫୦ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି । ବିଧାନସଭାରେ ଗୁରୁବାର ଦିନ ଗୃହର ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର…

ହସ୍ପିଟାଲରେ ଟିକ୍ ଟକ୍ ନାଚ ଘଟଣା: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଟିକ୍ ଟିକ୍ ସୋସିଆଲ୍ ମିଡ଼ିଆ ଲାଗି ଯେଉଁ ୪ଜଣ ନର୍ସ ନାଚ କରୁଥିଲେ ସେମାନଙ୍କୁ ଗୁରୁବାର ଦିନ ବାଧ୍ୟତାମୂଳକ ଛୁଟି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଅଭିଯୋଗର ପ୍ରାଥମିକ ତଦନ୍ତ ପରେ ଜିଲ୍ଲାପାଳ ଏହି ୪ ଜଣ ନର୍ସଙ୍କୁ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକପ୍ରକାଶ

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ଗୁରୁବାର ଦିନ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ରାଜ୍ୟରେ ହ୍ରାସ ପାଇଛି ଦାରିଦ୍ର‌୍ୟ ହାର: ମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ଘଟିଥିବା ନେଇ ଗୁରୁବାର ଦିନ କହିଛନ୍ତି ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଜେପି ସଦସ୍ୟ ମୋହନ ମାଝିଙ୍କ ଏକ ପ୍ରଶ୍ନର…

ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ମାଞ୍ଚେଷ୍ଟର୍: ଭାରତୀୟ ଅଧିନାୟକ ବିରାଟ କୋହଲୀ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ ବ୍ୟାଟିଂ ନେଇ ୱେଷ୍ଟଇଣ୍ଡିଜ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଭାରତୀୟ ଦଳରେ ୫ଜଣ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୧ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନ ୫ଟା ୪୫ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ମୁକାବିଲା, ସେମିଫାଇନାଲ୍ ଲକ୍ଷ୍ୟରେ ବିରାଟ

ମାଞ୍ଚେଷ୍ଟର୍: ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି କୌଣସି ମ୍ୟାଚ ହାରିନାହିଁ । ସେମିଫାଇନାଲ୍ ଯିବା ଲାଗି ୱେଷ୍ଟଇଣ୍ଡିଜକୁ ବିରାଟ ବାହିନୀ ଆଜି ପରାସ୍ତ କରବାକୁ ଲକ୍ଷ୍ୟ ରଖିଛି । ପଏଣ୍ଟତାଲିକାରେ କଙ୍ଗାରୁ ଓ କିୱି ଦଳ ପଛକୁ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି ।…