Latest Odisha News

BREAKING NEWS

ଓଡିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର : ବହୁ ଦିନର ପ୍ରତିକ୍ଷା ପରେ ପରିଶେଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଦିନ ଓଡିଶା ଉପକୂଳ ଛୁଇଁଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ବରିଷ୍ଠ ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ମୌସୁମୀ ପ୍ରଭାବରେ…

ଜାଣନ୍ତୁ କ’ଣ ପାଇଁ ପୁଅ ତୈମୁରକୁ ଲଣ୍ଡନରେ ଛାଡି ମୁମ୍ବାଇ ଆସିଲେ କରିନା

ଭୁବନେଶ୍ୱର: ପରିବାର ସହ ଲଣ୍ଡନରେ ରିଲାକ୍ସ କରୁଛନ୍ତି କରିନା କାପୁର ଖାନ୍ । ସାଙ୍ଗରେ ଅଛନ୍ତି ସ୍ୱାମୀ ସୈଫ ଅଲ୍ଲୀ ଖାନ୍, ପୁଅ ତୈମୁର, ଭଉଣୀ କରିସ୍ମା କାପୁର ଓ ତାଙ୍କର ଦୁଇ ପିଲା । ଏମାନଙ୍କ ଏକାଠି ଖୁସି ମଜା କରୁଥିବା ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦେଖିବାକୁ ମିଳିଛି…

ଅନୁଗୁଳ: ହାତୀ ଆକ୍ରମଣରେ ୨ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ରେଞ୍ଜ ସୁଲେଇପାଳ ଅଞ୍ଚଳରେ ଶୁକ୍ରବାର ଦିନ ଏକ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଦେବରାଜ ସାମଲ ଏବଂ ସୁଧାକର ମହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେବରାଜଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଜୀବନ ବିକଳରେ ସେ…

ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ

 ମିଶ୍ରରାଗ  ଲେଖି ନପାରିବା ଗୋଟେପ୍ରକାର ଲେଖକୀୟ ବିଳାସ କେଦାର ମିଶ୍ର ଲେଖା ନ ମାଡିବା ଯାଏ ଲେଖି ହୁଏନାହିଁ । ଏକଥା ଯେ କହିଥିଲେ, ସେ ଆମ ସାହିତ୍ୟର ସବୁଠୁ ବେଶୀ ଲେଖିଥିବା ଲେଖକଙ୍କ ଭିତରୁ ଅନ୍ୟତମ। ହଁ, ମୁଁ ଗୋପୀନାଥ ମହାନ୍ତିଙ୍କ କଥା କହୁଛି। ଗୋପୀ ବାବୁ ତାଙ୍କର ପ୍ରସିଦ୍ଧ…

ଗେରସ୍ତ

ଗେରସ୍ତ ପ୍ରସନ୍ନ କୁମାର ସ୍ୱାଇଁ ଆଃ କି ଗୃହପାଳିତ! ଅଭିମନ୍ତ୍ରିତ ଅନୁମୋଦିତ ଅନୁପ୍ରାଣିତ ଅନୁନାସିକ ସ୍ୱରଟିଏ। ସାରା ଫୁଲ ବଗିଚାର ମାଲିକ ସେ ପାଳଭୂତଟିଏ। ଖୋଳେ ନଈ ଗଢେ ପାହାଡ଼ ବାନ୍ଧେ ବଂଧ ତୋଳେ ଛନ୍ଦ କଣ ନଜାଣିଛିକି ଦିନ ରାତି ଆକାଶରୁ ମେଘ ପରି ଝରେ ନିରୀମାଖି…

ଆଜି ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବୁଧବାର ଦିନ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ମିଳିଛି । ରାଜଧାନୀର ଗୀତଗୋବିନ୍ଦ ଅଡିଟୋରିୟମରେ ଅପରାହ୍ନ ୩ଟା ୩୦ମି. ବେଳେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି…

ପ୍ରେରଣା ସାଜିଲେ ଯବାନ, -୨୦ ଡିଗ୍ରୀରେ କରିଲେ ଯୋଗ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱ ପାଳନ କରୁଛି ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସେଲିବ୍ରେଟି ଯୋଗ କରୁଥିବା ବେଳର ଫଟୋ ନଜରକୁ ଆସିଛି । ତାସହ ନଜରକୁ ଆସିଛି ଅରୁଣାଚଳ ପ୍ରଦେଶରେ ଆଇଟିବିପି ଯବାନଙ୍କ ଭିନ୍ନ ଧରଣରେ ଯୋଗ କରୁଥିବା ଭିଡିଓ ।…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି। ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର,…

ନିଜକୁ ‘ଭଗବାନ’ କହିଲେ ମନ୍ତ୍ରୀ, ଜାଣନ୍ତୁ କାହିଁକି…

ବାରିପଦା : ଏବେ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବ୍ୟବହାର ସାରା ଓଡିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବିରୋଧରେ ଆସିଥିବା ସଙ୍ଗୀନ ମାମଲା ଏକ ରାଜନୈତିକ ବିଷୟ ବସ୍ତୁ ପାଲଟିଛି । ଖାଲି ସେତିକି ନୁହେଁ ଏବେ ‘ବାଥୋଡି’ ସମ୍ପଦ୍ରାୟର ଭଗବାନ…