Latest Odisha News

BREAKING NEWS

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର…

ଓଡିଶା ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ୨ୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସୋମବାର ଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ବିଧାନସଭା ବଦଳରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବ ଅଧିବେଶନ । ପ୍ରାପ୍ତ ସୂଚନାନୁଯାୟୀ କରୋନାଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ମିଳନୀ କକ୍ଷ (କନଭେନସନ) ହଲରେ…

ଭାରତର ଏହି ୫ ଟି ରାଜ୍ୟରେ ସର୍ବାଧିକ କରୋନା ମାମଲା

ନୂଆଦିଲ୍ଲୀ: କରୋନା ପାଇଁ ଚିନ୍ତାରେ ସମଗ୍ର ବିଶ୍ୱ । ସବୁ ଦେଶର ଆଖିରୁ ନିଦ ହଜାଇ ଦେଲାନି ଚୀନରୁ ସୃଷ୍ଟ ଏହି ମାରାତ୍ମକ ଭୂତାଣୁ । ଏହାର ମୁକାବିଲା ପାଇଁ ଭାରତ ସରକାର ଜରହ ସମ୍ଭବ ପଦକ୍ଷେପ ଗ୍ରହଣ କରିଥିଲେ ସୁଦ୍ଧା ଏହା ପାଖାପାଖି ୨୯ ଟି ରାଜ୍ୟକୁ ବ୍ୟାପି ସାରିଲାଣି । ଦେଶରେ କରୋନା…

ରୋଗ ଉପଶମ ଲାଗି ପାଠ କରନ୍ତୁ ଶ୍ରୀ ହନୁମାନଙ୍କ ଚାଳିଶା…

ଭୁବନେଶ୍ୱର: ରାମାୟଣରେ ବର୍ଣ୍ଣନା ଅନୁଯାୟୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପରମ ଭକ୍ତ ସର୍ବ ଶକ୍ତିମାନ ହନୁମାନଜୀଙ୍କ ଅସାଧ୍ୟ ସାଧନ କଥା ସମସ୍ତେ ଜାଣିଛନ୍ତି । ଯେଉଁ ସ୍ଥାନକୁ ଯିବା ଅସମ୍ଭବ ସେହି ସ୍ଥାନକୁ ଯାଇ ଶ୍ରୀ ହନୁମାନଜୀ ଅନେକଙ୍କ ପ୍ରାଣରକ୍ଷା କରିଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ …

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚେତାବନୀ ଉଡାଇଲା ଟ୍ରମ୍ପଙ୍କ ନିଦ: ଆମେରିକାରେ ୧ ଲକ୍ଷ ମୃତ୍ୟୁ ଆଶଙ୍କା

ନ୍ୟୁୟର୍କ: ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଶକ୍ତିଶାଳୀ ଅର୍ଥନୀତି ଆଧାରରେ ସମଗ୍ର ବିଶ୍ୱକୁ କାବୁରେ ରଖିଥିବା ଆମେରିକା ମଧ୍ୟ କୋଭିଡ -୧୯ ସାମ୍ନାରେ ମୁଣ୍ଡ ନୂଆଁଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ସମସ୍ତ ଉଦ୍ୟମ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନାହିଁ କରୋନା । କ୍ରମାଗତ ଭାବରେ ଏହା ଲୋକଙ୍କ…

ଆସନ୍ତୁ ଜାଣିବା, କିଭଳି ରହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକଡାଉନ ଫିଟନେସ ରୁଟିନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଭାରତକୁ ୨୧ ଦିନ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନ ସମୟରେ ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି । ଏହି ସମୟରେ କିପରି ନିଜକୁ ଫିଟ ରଖିବେ ସେନେଇ…

ଔଷଧ କମ୍ପାନୀଙ୍କୁ ପ୍ରୋତ୍ସାହନ ରାଶି ଦେବେ ଓଡିଶା ସରକାର

ଭୁବନେଶ୍ୱର: କରୋନାଭାଇରସର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଔଷଧ କମ୍ପାନୀମାନଙ୍କୁ ଓଡିଶା ସରକାର ପ୍ରୋତ୍ସାହନ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ଔଷଧ କମ୍ପାନୀମାନେ…

ଭାରତୀୟ ସେନାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ କାୟା ମେଲାଉଥିବା ବେଳେ ଭାରତୀୟ ସେନାରେ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିଛି । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କର୍ଣ୍ଣେଲ ର‌୍ୟାଙ୍କର ଡାକ୍ତର, ଯିଏକି କଲିକତାର ଆର୍ମି କମାଣ୍ଡ ହସ୍ପିଟାଲରେ ମୁତୟନ ଥିଲେ । ଅନ୍ୟଜଣେ ହେଲେ…

କୋଭିଡ-୧୯: ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ପ୍ରାଣ ଗଲାଣି । ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୩-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୩୦ ରିଖ ସୋମବାର ମୀନ ୧୭ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର: ବିଛା ରାଶି ପୁରୁଷଙ୍କର ଆଜି…