ବଢୁଛି ତାତି: ଅନୁଗୁଳରେ ୪୦° ଛୁଇଁଲା ପାରଦ
ଭୁବନେଶ୍ୱର: ବଢୁଛି ତାତି । ଦେଖୁଦେଖୁ ରାଜ୍ୟରେ ତାପମାତ୍ରା ବଢିବା ଆରମ୍ଭକଲାଣି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଆଗକୁ ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗର…