Latest Odisha News

BREAKING NEWS

ଓଡ଼ିଶା ହେବ ଷ୍ଟିଲ୍ କ୍ୟାପିଟାଲ୍ !

ନୂଆଦିଲ୍ଲୀ/ଭୁବନେଶ୍ୱର: ଯଦି ସମସ୍ତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଯାଏ ତେବେ ଓଡ଼ିଶା ଭାରତର ଷ୍ଟିଲ୍ କ୍ୟାପିଟାଲ୍ ହେବାରେ କେହି ରୋକି ପାରିବେ ନାହିଁ । ଓଡ଼ିଶାକୁ ଷ୍ଟିଲ୍ କ୍ୟାପିଟାଲ୍ କରିବା ନେଇ କେନ୍ଦ୍ର ଇସ୍ତାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ଅର୍ଥାତ…

ଗୁମର ଖୋଲିଲେ ଓଡିଆ ସାଂସଦ, ପତ୍ନୀ କହିବାରୁ କେନ୍ଦ୍ରର ଶପଥ ଗ୍ରହଣରେ ଯୋଗଦେଲେନି

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ଜୁଏଲ ଓରାମ ନିଜ ଧର୍ମପତ୍ନୀଙ୍କ ପରାମର୍ଶ ମାନି ନୂଆଦିଲ୍ଲୀରେ ଆୟୋଜିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି । ପୂର୍ବତନ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ୫ ଥରର ସାଂସଦ ଜୁଏଲ ଓରାମ୍ ରାଉରକେଲାରେ…

ଏଏନ୍-୩୨ ବିମାନର ସମସ୍ତ ବ୍ୟକ୍ତି ମୃତ, ସ୍ପଷ୍ଟ କଲା ଭାରତୀୟ ବାୟୁସେନା

ଭୁବନେଶ୍ୱର : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍-୩୨ର ଭଗ୍ନାବଶେଷ ନିକଟରେ ଠାବ କରାଯାଇଥିବାବେଳେ ଏଥିରେ ଥିବା ସମସ୍ତ ୧୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଗୁରୁବାର ଦିନ ଜଣାପଡିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ଫ୍ଲାଇଟ୍ ଲେଫ୍ଟନାଣ୍ଟ୍…

ଜୁଲାଇ ୮ରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ : ଓଡିଶାରେ ମ୍ୟାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ରୁ ୧୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଗୁରୁବାର ଦିନ ନିଷ୍ପତ୍ତି ହୋଇଛି । ଏସମ୍ପର୍କରେ ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ପ୍ରଦାନ କରିଛନ୍ତି । ଏହି ପରୀକ୍ଷା…

ସାମୁଦ୍ରିକ ଝଡ ‘ବାୟୁ’: ଗୁଜୁରାଟରୁ ଟଳିଲା ବାତ୍ୟା ଆଶଙ୍କା, ବଦଳିଲା ଗତିପଥ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ତା’ର ଗତିପଥ ପରିବର୍ତ୍ତନ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ଦିନ ସୂଚନା ମିଳିଛି । ତେବେ ଏହା ଗୁଜୁରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ଥାନ ଓ ଓମାନ୍ ମୁହାଁ ହୋଇଥିବା…

ଅଜାତି

ଅଜାତି ଅମରେଶ ବିଶ୍ୱାଳ । ୧ । ପନ୍ଦର ବର୍ଷର ବ୍ୟବଧାନ ପରେ ହଠାତ ଦିନେ ଭୁବନେଶ୍ୱର ବସଷ୍ଟାଣ୍ଡରେ ଦେଖା ହୋଇଗଲା ପାର୍ବତୀ ଅପା । ସେ ଏକା ନଥିଲା। ସାଙ୍ଗରେ ଥିଲେ ତା ପିଲାମାନେ । ସୁଶାନ୍ତକୁ ଦେଖି କୁରୁଳି ଉଠିଲା ପାର୍ବତୀ ଅପା । ରଙ୍କ ପାଇଲା ପରି କିଛି କ୍ଷଣ କୁଣ୍ଢେଇ ପକାଇଲା ତାକୁ ।…

ନିଆଳି: ଦେଢଶୂରର ଆକ୍ରମଣରେ ଭାଇବୋହୂ ଗୁରୁତର

କଟକ : କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଙ୍ଗା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ନିଜ ଭାଇବୋହୂକୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଟକ ବଡ ମେଡିକାଲରେ ଗୁରୁତର ଆହତ କାଦମ୍ବିନୀ ବାରିକଙ୍କ ଚିକିତ୍ସା ଜାରି ରହିଥିବା…

ଆଜି ନ୍ୟୁଜିଲାଣ୍ଡକୁ ଭେଟୁଛି ଭାରତ, କ୍ରମାଗତ ମ୍ୟାଚ ଜିତିବା ଲକ୍ଷ୍ୟରେ ବିରାଟ କୋହଲୀ

ନଟିଂହାମ: ଇଂଲଣ୍ଡ ଓ ୱେଲ୍ସରେ ଚାଲିଥିବା ଆଇସିସି ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଏକ ରୋଚକପୂର୍ଣ୍ଣ ମ୍ୟାଚରେ ଭାରତ ଭେଟୁଛି ନ୍ୟୁଜିଲାଣ୍ଡକୁ । କେନ୍ ୱିଲିୟମସନଙ୍କ କିୱିଦଳ ଏବଂ ବିରାଟଙ୍କ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ମ୍ୟାଚରେ ବିଜୟ ହାସଲ କରି ଅପରାଜେୟର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୩-୦୬-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୩ ରିଖ ବୁଧବାର ବୃଷ ୩୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ତୁଳା କୁମ୍ଭ ରାଶିର ଘାତ ବାର ଆଜି:…

ବାତ୍ୟା ‘ବାୟୁ’ ପ୍ରଭାବରେ ଓଡ଼ିଶାରେ ମୌସୁମୀ ଆସିବା ବିଳମ୍ବ, ଅସହ୍ୟ ହେଉଛି ତାତି

ଭୁବନେଶ୍ୱର: ପ୍ରଚଣ୍ଡ ରୌଦ୍ରତାପରେ ସମଗ୍ର ଓଡ଼ିଶା ସିଝୁଥିବା ବେଳେ ଆସନ୍ତା ତିନିଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଉତ୍ତାପ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ୱରର ତାପମାତ୍ରା…