ସିଲ ହେଲା ଝାରସୁଗୁଡା-ଛତିଶଗଡ଼ ସୀମା
ଝାରସୁଗୁଡା: ସିଲ ହେଲା ଓଡ଼ିଶା-ଛତିଶଗଡ଼ ସୀମା । ଆସନ୍ତା ଏପ୍ରିଲ ୧୪ ଯାଏଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓଡ଼ିଶା-ଛତିଶଗଡ଼ ସୀମାକୁ ଦୁଇଟି ସ୍ଥାନରେ ସିଲ୍ କରିଛି।
ଗୋଟିଏ ହେଉଛି ଜାତୀୟ ରାଜପଥ-୪୯ରେ କନକତୋରା ଗାଁରେ ଥିବା ସୀମା ଓ ଅନ୍ୟଟି ହେଉଛି ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା…