Latest Odisha News

BREAKING NEWS

ଲକ୍‌ଡାଉନ ପାଇଁ ପାଠପଢାରେ ବ୍ୟାଘାତକୁ ଦୃଷ୍ଟିରେ ରଖି ଆରମ୍ଭ ହେଲାଣି ଅନଲାଇନ କ୍ଲାସ

କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ । ଅନେକ କ୍ଲାସ ପରୀକ୍ଷା ଓ ବୋର୍ଡ ପରୀକ୍ଷାକୁ ଅଧାରୁ ସ୍ଥଗିତ ରଖାଯାଇଛି । ଲକ୍‌ଡାଉନ ସ୍ଥିତି ସୃଷ୍ଟି ହୋଇଥିବାରୁ ପିଲାମାନଙ୍କ ଆର୍ଟ, ଗୀତ, ନାଚ ତଥା ଅନ୍ୟାନ୍ୟ କ୍ଲାସ ବି ବନ୍ଦ ରହିଛି । ଘରୁ କେହି ବାହାରୁ ନ ଥିବାରୁ ପିଲାମାନଙ୍କ ଖେଳକୁଦ ବି…

ଭାରତୀୟ ସେଲିବ୍ରିଟି ସେଫ ଫ୍ଲଏଡ କାର୍ଡୋଜଙ୍କ କରୋନାରେ ମୃତ୍ୟୁ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ସହର । ନ୍ୟୁୟର୍କରେ ଏଯାଏଁ ୩୫୦୦ରୁ ଅଧିକ କରୋନା ମାମଲା ସାମନାକୁ ଆସିଛି । ବୁଧବାର ଦିନ ଭାରତ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଭାରତରେ ଜନ୍ମ ଗ୍ରହଣ କରିଥିବା ପ୍ରସିଦ୍ଧ ଅନ୍ତର୍ଜାତୀୟ ସେଲିବ୍ରିଟି ସେଫ ଫ୍ଲଏଡ…

ଅନ୍ତରୀଣ ନିର୍ଦ୍ଦେଶକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କଲେ ଓଡିଶା ହାଇକୋର୍ଟ

କଟକ: କରୋନୋଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ସଞ୍ଜୁ ପଣ୍ଡାଙ୍କ ଏକକ ବେଞ୍ଚ ଏବଂ ଏକ ଡିଭିଜନ୍ ବେଞ୍ଚ ଆସନ୍ତା ୧୫ ତାରିଖ ଯାଏଁ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶକୁ ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ…

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହିସବୁ ଦ୍ରବ୍ୟ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୨ରୁ ଅଧିକ ଦେଶକୁ ବ୍ୟାପୁଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଜନସାଧାରଣଙ୍କୁ ଘରେ…

ସାମାଜିକ ଦୂରତ୍ୱ ନେଇ ରାଜ୍ୟର ବିଭିନ୍ନ ସହରର ହାଟରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନେଇ କୌଣସି କଟକଣା ନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ହାଟମାନଙ୍କରେ ଭିଡକୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର…

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଉଦ୍ଧାର ହେଲେ ୧ହଜାର ବିଦେଶୀ ନାଗରିକ

ନୂଆଦିଲ୍ଲୀ: କରୋନାଭାଇରସ ମହାମାରୀ ମଧ୍ୟରେ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରି ଆଣିବା ପରେ ଭାରତରେ ଫସିରହିଥିବା ବିଦେଶୀଙ୍କୁ ତାଙ୍କ ଦେଶକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି ସରକାର । ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଭାରତରେ ଲକଡାଉନ ଘୋଷଣା ହୋଇଛି । ଏଥିପାଇଁ ସମସ୍ତ ଘରୋଇ ତଥା…

ଜି-୨୦ ଶିଖର ସମ୍ମିଳନୀ; ଭିଡିଓ କନଫରେନ୍ସିରେ ସାମିଲ ହେବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭିଡିଓ କନଫରେନ୍ସି ଜରିଆରେ ସାଉଦୀ ଆରବରେ ଆୟୋଜିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ । କରୋନା ସଂକ୍ରମଣ ଯୋଗୁଁ ଚଳିତଥର ଭିଡିଓ କନଫରେନ୍ସି ଜରିଆରେ ଏହି ସମ୍ମିଳନୀ ହେଉଥିବା ଯୋଗୁଁ ଏହାର ନାମ ଜି-୨୦ ଭର୍ଚୁଆଲ…

କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ମାତ୍ର ଏହି ୫ଟି ଉପାୟ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଘାତକ କରୋନାଭାଇରସ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଅଣାୟତ୍ତ ହୋଇପଡିଥିବା ଏହି ମହାମାରୀକୁ ରୋକିବା ପାଇଁ ବହୁତ ପ୍ରୟାସ ଚାଲିଛି । ଏହାକୁ ରୋକିବା ପାଇଁ କେବଳ ଏହି ୫ଟି ଉପାୟ ଜରୁରୀ । ଏହାକୁ କଡାକଡି ଭାବେ ପାଳନ କଲେ ଏହା ମଣିଷ ପାଇଁ ବିପଦ ହେବନି ।…

[ଦେଖନ୍ତୁ ଭିଡ଼ିଓ] ବିହାରରେ ଫସିଛନ୍ତି ୧୦ ଓଡ଼ିଆ: ଉଦ୍ଧାର ପାଇଁ କଲେ ନିବେଦନ

ଭୁବନେଶ୍ୱର: ବିହାର ରାଜ୍ୟର ବେଗୁସରାଇରେ ଫସି ରହିଛନ୍ତି ୧୦ ଜଣ ଓଡ଼ିଆ ଶ୍ରମିକ । ତେବେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ଜରିଆରେ ସେମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। https://youtu.be/FHP7WBYoxxQ ଫସିଥିବା ଏହି ୧୦ ଜଣ ଶ୍ରମିକ ହେଉଛନ୍ତି ଯାଜପୁର ଜିଲ୍ଲା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି, ୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬୪୯ରେ ପହଞ୍ଚିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୬୪୯ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ…