Latest Odisha News

BREAKING NEWS

ସ।ମାଜିକ ଦୂରତା, ଗୃହ ଏକାନ୍ତବାସ ନିୟମ ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସହଯୋଗ ଉପରେ କେନ୍ଦ୍ର…

ନୂଆଦିଲ୍ଲୀ: କୋବିଡ-୧୯ ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀର ନିର୍ମାଣ ଭବନଠାରେ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ…

ଆତ୍ମହତ୍ୟା କଲେ କୋଭିଡ୍‌-୧୯ ଆକ୍ରାନ୍ତ ଇଟାଲୀୟ ନର୍ସ !

ଇଟାଲୀ: କୋଭିଡ୍‌-୧୯ ରିପୋର୍ଟ ବାହାରିଥିଲା ପଜିଟିଭ । ଆତ୍ମହତ୍ୟା କଲେ ୩୪ ବର୍ଷୀୟ ଇଟାଲୀୟ ନର୍ସ ଡାନିଏଲା ଟ୍ରେଜି । ଇଟାଲୀର ଲୋମ୍ବାର୍ଡି ହସ୍ପିଟାଲରେ ଆଗଧାଡିରେ କାମ କରୁଥିଲେ ଡାନିଏଲା । ଇଟାଲୀର ଏହି ହସ୍ପିଟାଲରେ ହିଁ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠୁ ଅଧିକ । ସନ୍ଦେହ ହେବାରୁ…

ଅଯଥାରେ ଘରୁ ବାହାରନ୍ତୁନି, ନଚେତ୍ ପୋଲିସ କରିବ ଉଠବସ୍

ଭୁବନେଶ୍ୱର : ବାଣୀବିହାର ଛକରେ କାନ ଧରି ଠିଆ ହୋଇଥିବା ଏହି ଯୁବକମାନଙ୍କୁ ପୋଲିସ ଦେଇଛି ଶାସ୍ତି । କରୋନା ଭୟରେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର କୁହାଯାଉଛି । କିନ୍ତୁ ଏହାକୁ ନ ମାନି ଏହି ଯୁବକମାନେ ବୁଲୁଥିବା ବେଳେ ପୋଲିସ…

ଭାରତରେ କରୋନା ମୁକାବିଲା ଲାଗି ସଂଗରୋଧ ହିଁ ଏକମାତ୍ର ଉପାୟ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ସାରା ଦେଶ କରୋନା ଭୂତାଣୁ ସହିତ ଲଢେଇ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ ବାରଣାସୀ କ୍ଷେତ୍ରର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା ହେଉଥିବା ବେଳେ ପ୍ରକାଶ କରିଛନ୍ତି । #WATCH Live…

କରୋନା ଭୂତାଣୁ ସତର୍କତା: ୭୮ ହଜାର ବିଦେଶୀ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମିତ ହେବା ପରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ସମୁଦାୟ ୭୮୨୩୩ ବ୍ୟକ୍ତି ଗତ ଫେବୃଆରୀରୁ ଓଡ଼ିଶାକୁ ଆସିଛନ୍ତି । ଏହି ବିଦେଶୀ ଫେରନ୍ତାଙ୍କ ଉପରେ ରାଜ୍ୟ ସରକାର ତୀକ୍ଷଣ ନଜର ରଖିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ ରାଜ୍ୟ ସରକାରଙ୍କ କୋଭିଡ୍…

ପାରାସିଟମଲ ଖାଇ ଚେକିଂକୁ ଠକୁଛନ୍ତି ଯାତ୍ରୀ

ନୂଆଦିଲ୍ଲୀ:କରୋନା ଭାଇରସ ପାଇ ଗଠିତ ହୋଇଥିବା ଯାଂଚ ଏଜେନ୍ସିଙ୍କୁ ଠକିବା ପାଇଁ ଯାତ୍ରୀମାନେ ପାରାସିଟମଲ ଖାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଦେଶର ୨୧ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥର୍ମାଲ ସ୍କ୍ରିନିଂ ଚାଲିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଅବଶ୍ୟ ଏଜେନ୍ସି…

ଗାଙ୍ଗୁଲି, ସିଏବି ଯୋଗାଇବେ ୫୦ ଲକ୍ଷ ଟଙ୍କାର ଚାଉଳ ସହାୟତା

କୋଲକାତା:କରୋନା ଭାଇରସ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ଗରିବ ଲୋକଙ୍କ ସାହାଯ୍ୟ ପାଇଁ କ୍ରିକେଟ ଆସୋସିଏଶନ ଅଫ ବେଙ୍ଗଲ ଓ ସୌରଭ ଗାଙ୍ଗୁଲି ହାତ ବଢ଼ାଇଛନ୍ତି । ୫୦ ଲକ୍ଷ ଟଙ୍କାର ଚାଉଳ ଗରିବଙ୍କ ମଧ୍ୟରେ ବଂଟାଯିବ ବୋଲି ଗୁରୁବାର ଗାଙ୍ଗୁଲି ଘୋଷଣା କରିଛନ୍ତି । ଏଥିରେ ସିଏବି ସମ୍ପୂର୍ଣ୍ଣ…

ବନ୍ଦ ହେଲା ଅଲିମ୍ପିକ ମଶାଲ ରିଲେ

ଟୋକିଓ: ଶେଷର ଅଲିମ୍ପିକ ମଶାଲ ରିଲେ ଅଟକିଲା । ଗୁରୁବାରଠାରୁ ଏହା ଆରମ୍ଭ ହେବାର ଥିଲା । ମାତ୍ର ଅଲିମ୍ପିକ ଘୁଂଚିବା ପରେ ଏହାର ଏବେ ଜରୁରୀ ନାହିଁ ବୋଲି ଦର୍ଶାଇ ରିଲେକୁ ବନ୍ଦ କରାଯାଇଛି । ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏହାର…

ସଚିନ ରାଗିଲେ: ଲକ୍‌ଡାଉନ ପାଳନ କର, ମଉଜ କର ନାହିଁ

ନୂଆଦିଲ୍ଲୀ: ଲକଡାଉନକୁ ଗୁରୁତ୍ୱ ଭାବେ ନେଉ ନ ଥିବା ଲୋକମାନଙ୍କ ଉପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିରକ୍ତ ହୋଇଛନ୍ତି । ଆପଣମାନେ କରୋନା ମାହାମାରୀରୁ ପ୍ରଭାବକୁ ଚିନ୍ତା କରିପାରୁ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ସତ୍ୱେ ଆପଣମାନେ ବାହାରକୁ ବାହାରିବା ସହ ମଉଜ କରୁଛନ୍ତି ।…

କମଳନାଥଙ୍କ ପ୍ରେସ୍ ମିଟରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଳନାଥ ଆୟୋଜନ କରିଥିବା ପ୍ରେସ୍ ମିଟରେ ଯୋଗଦେଇଥିବା ଜଣେ ସାମ୍ବାଦିକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେ ଯାହା ସଂସ୍ପର୍ଶରେ…