Latest Odisha News

BREAKING NEWS

କୋଭିଡ-୧୯: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ରେ ସ୍ଥଗିତ

ଭୁବନେଶ୍ୱର: ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି କରୋନା । ଓଡ଼ିଶାରେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨ ରେ ସ୍ଥଗିତ ରହିଛି । ମଙ୍ଗଳବାର ଓଡ଼ିଶାରେ ୧୩୩ଟି ନମୁନା କୋଭିଡ୍‌-୧୯ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୧୨୯ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଥିବା ବେଳେ ୪ଟି ନମୁନାର…

ଇଟାଲୀରେ କରୋନା ବିଭୀଷିକା: ୨୪ ଘଣ୍ଟାରେ ଗଲାଣି ୬୮୩ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର କୋକୂଆ ଭୟ। ଧୀରେ ଧୀରେ ଆୟତ୍ତ ବହାରକୁ ଚାଲି ଯାଉଛି ଏହି ମାରାତ୍ମକ ଭୂତାଣୁ । ଚୀନ ପରେ ଏବେ ଏହା ଇଟାଲୀରେ ରଚୁଛି ମୃତ୍ୟୁର ତାଣ୍ଡବ । ଗୋରିଏ ଦିନରେ ନେଲା ୬୮୩ ଜୀବନ । ୨୪ ଘଣ୍ଟାରେ ଇଟାଲୀରେ କରୋନାଭାଇରସ ପ୍ରଭାବରେ ୬୮୩ ଜଣଙ୍କ ମୃତ୍ୟୁ ହୋଇଥିବା…

କୋଭିଡ-୧୯: ଭାରତରେ ୬୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଅଣାୟତ୍ତ ହେଉଛି ମାରାତ୍ମକ କରୋନା ଭାଇରସ । ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚିଛି। ଗତକାଲି କରୋନା ପ୍ରଭାବରେ ଅହମ୍ମଦାବାଦରେ ୨ ଜଣଙ୍କର ପ୍ରାଣ ଯାଇଥିଲା । ତେବେ ଏହି…

ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବା ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ : ଓଡିଶା ପୋଲିସ୍

ଭୁବନେଶ୍ୱର: ଟେଲିକମ୍ ଏବଂ ଇଣ୍ଟରନେଟ୍ ସେବାକୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ଘୋଷଣା କରାଯାଇଥିବାରୁ ଏହି କ୍ଷେତ୍ରକୁ ସରକାରଙ୍କ ନିର୍ଦ୍ଦେଶିତ କରୋନା ଲକ୍‌ଡାଉନ୍ କଟକଣାରୁ ମୁକ୍ତ ରଖାଯାଇଥିବା ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପି,…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…

କରୋନା ପାଇଁ ସବୁ ଟୋଲ ପ୍ଲାଜାରେ ଟୋଲ ଆଦାୟ ବନ୍ଦ ରହିବ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଦେଶର ସବୁ ଟୋଲ ପ୍ଲାଜାରେ ସାମୟିକ ଭାବେ ଟୋଲ୍ ଆଦାୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହା ଫଳରେ ଜାତୀୟ ରାଜପଥରେ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡି ଚଳାଚଳରେ ସୁବିଧା ହେବା ସହିତ…

ଭାଇରାଲ୍ ପୋଷ୍ଟମୋର୍ଟମ୍: କନିକାଙ୍କ ପାଇଁ କରୋନାରେ ସଂକ୍ରମିତ ପ୍ରିନ୍ସ ଚାର୍ଲସ୍ !

ଭୁବନେଶ୍ୱର: ପଜିଟିଭ୍ ବାହାରିଛି ପ୍ରିନ୍ସ ଚାର୍ଲସ୍‌ଙ୍କ କୋଭିଡ୍-୧୯ ଟେଷ୍ଟ । ଏହି ଖବର ପ୍ରଚାରିତ ହେବା ପରେ ସିଙ୍ଗର୍ କନିକାଙ୍କ ସହ ତାଙ୍କର ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ବିଭିନ୍ନ ଲୋକ ଭିନ୍ନଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କନିକାଙ୍କର ଏହି ଫଟୋ ଅପଲୋଡ୍ କରିଛନ୍ତି…

ଲକ୍ ଡାଉନ ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୪୯ ଜଣଙ୍କ ନାଁରେ ମାମଲା

ଭୁବନେଶ୍ୱର: କରୋନା ଭୟବହତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ ଘୋଷଣା ହୋଇଛି । ଏହି ସମୟରେ ରାସ୍ତା ଘାଟରେ ଯିବା ଆସିବା ଉପରେ କଟକଣା ଲାଗିଛି । କିନ୍ତୁ ଏହାକୁ ଅବମାନନା କରୁଥିବା ଅଭିଯୋଗରେ ଗତ ୨୪ ତାରିଖ ସକାଳୁ ୨୫ତାରିଖ ସକାଳ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୪୯ଟି ମାମଲା ରୁଜୁ…

‘କରୋନା କବଚ’ ପିନ୍ଧିଲେ କିପରି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବେ, ଜାଣନ୍ତୁ

ନୂଆଦିଲ୍ଲୀ: ବେଳେ ବେଳେ ଅସାଧାରଣ ପରିସ୍ଥିିତି ଉପୁଜିଲେ ସେହିପରି ଅସାଧାରଣ ଦାୟିତ୍ୱବୋଧ ମଧ୍ୟ ହାତକୁ ନିଆଯାଇଥାଏ । ପ୍ରକୃତରେ ଏବେ ଏହି ଘାତକ କରୋନା ଭୂତାଣୁ ଯୋଗୁଁ ସାଧାରଣ ଜୀବନଚର୍ଯ୍ୟାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । କିଏ ଜାଣିଥିଲା ଯେ, ଏପରି ପରିସ୍ଥିତି ଉପୁଜିବ…

୧୪ ଏପ୍ରିଲ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ ସେବା ବାତିଲ୍

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ୧୪ ଏପ୍ରିଲ୍ ୨୦୨୦ ରାତି ୧୨ ପର୍ଯ୍ୟନ୍ତ ବାତିଲ୍ କରାଯାଉଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପ୍ୟାସେଞ୍ଜର ଟ୍ରେନ ସମେତ କୋଲକାତା…