କୋଭିଡ-୧୯: ଡୋର୍ ଟୁ ଡୋର୍ ସର୍ଭେ କରିବେ ଓଡିଶା ସରକାର
ଭୁବନେଶ୍ୱର: ଜୁଲାଇ ୧୬ ତାରିଖରୁ କରୋନା ଉପରେ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚି ଶୁକ୍ରବାର ଦିନ କହିଛନ୍ତି ଯେ ଆଶା କର୍ମୀଙ୍କ ଦ୍ୱାରା କରାଯାଇଥିବା ସର୍ଭେ ୪୫ ଦିନ…