Latest Odisha News

BREAKING NEWS

କରୋନା ସଚେତନତା ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

ଭୁବନେଶ୍ୱର: ବିଭିନ୍ନ ସମୟରେ ସାମାଜିକ ପ୍ରସଙ୍ଗକୁ ନେଇ ଥିମ୍ ଭିତ୍ତିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିବା ଗଜପତି ଏସ୍‌ପି ସାରା ଶର୍ମା ଏବେ କରୋନା ସଚେତନତା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ନିଜେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଉଦ୍ୟମକୁ ସୋସିଆଲ…

ମୁମ୍ବାଇରେ ଫଶି ରହିଥିବା ୨୫ ବରିଷ୍ଠ ନାଗରିକଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର: କରୋନା ଯୋଗୁଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ତୀର୍ଥ କରିବାକୁ ଯାଇ ମୁମ୍ବାଇରେ ଫଶି ଯାଇଥିଲେ ୨୫ଜଣ ଓଡିଆ ବରିଷ୍ଠ ତୀର୍ଥ ଯାତ୍ରୀ । ଏ ନେଇ କଟକ ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ବିଧାୟକ ଅଶୋକ ପଣ୍ଡାଙ୍କ ସହାୟତା ନେଇ ମୁଖ୍ୟମନ୍ତ୍ରୀ ଓ ଓଡିଶା -ମୋ ପରିବାରକୁ…

ମରଣାନ୍ତକ କରୋନା ମହାମାରୀରୁ ବର୍ତ୍ତିବା ଲାଗି ଏହା ଶେଷ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ ସାରା ଭାରତରେ ଦ୍ରୁତଗତିରେ ସଂକ୍ରମଣ ହୋଇ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ କରିଛନ୍ତି । ଆଜି ମଧ୍ୟ ରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା…

୨୧ଦିନ ସଜାଗ ନ ରହିଲେ ଦେଶ ୨୧ବର୍ଷ ପଛକୁ ଫେରିଯିବ: ମୋଦି

ନୂଆଦିଲ୍ଲୀ- କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସାରା ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ୨୧ ଦିନ ସଜାଗ ରହି ସରକାରଙ୍କୁ କରୋନା…

ମେ ଶେଷ ସୁଦ୍ଧା କୋଭିଡ୍‌-୧୯ ଦ୍ୱାରା ଓଡ଼ିଶାରେ ଆକ୍ରାନ୍ତ ହୋଇପାରନ୍ତି ୩୬ ହଜାର ବ୍ୟକ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆସନ୍ତା ମେ ଶେଷ ସୁଦ୍ଧା ଓଡ଼ିଶାରେ ଆନୁମାନିକ ୩୬,୦୦୦ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି ବୋଲି ମଙ୍ଗଳବାର ଦିନ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । “ଆଗାମୀ ଦିନରେ ଏହି କରୋନା ଭୂତାଣୁ ଭୟଙ୍କର ସ୍ଥିତିରେ ରହିଥିବ । ଏକ ଆକଳନ ଅନୁସାରେ ଯଦି ଭାରତ…

‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ନବୀନ: କହିଲେ ବାହାରକୁ ବାହାରିବା ନାହିଁ, କରୋନାକୁ ଘରକୁ ଆଣିବା ନାହିଁ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତିି । ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ରାଜ୍ୟ ସରକାର ଏକ ଭିଡିଓ ଜାରି କରି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଘରୁ ନବାହାରିବା ପାଇଁ ରାଜ୍ୟ ବାସୀଙ୍କୁ ଶପଥ ନେବାକୁ…

କରୋନା ଆତଙ୍କ: ବର୍ଷକ ଲାଗି ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୪ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭୂତାଣୁ ସଂକ୍ରମଣ ଲାଗି ସ୍ଥଗିତ ରହିଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏବଂ ଜାପାନ ସରକାର କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକବର୍ଷ ଲାଗି ସ୍ଥଗିତ ରଖିଥିବା…

ଦେଶବ୍ୟାପୀ ଲକ୍‌-ଡାଉନ୍‌, ବନ୍ଦ ହେବନି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ !

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ । ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍‌-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।…

ଚୀନରେ କରୋନା ପରେ ‘ହନ୍ତା’ ଭାଇରସ, ଜଣେ ମୃତ

ବେଜିଂ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଏହାର ଆତଙ୍କ ଥମିବାରେ ନାଁ ନେଉନାହିଁ। କରୋନା ପ୍ରତିରୋଧକ ଲାଗି ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି କିନ୍ତୁ ଏଯାଏଁ ତାର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହାରି ଭିତରେ…

ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ; କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖବରକାଗଜ ଦ୍ୱାରା କରୋନା ଭୂତାଣୁ ବ୍ୟାପେ ନାହିଁ ଏବଂ ଏହା ସୁରକ୍ଷିତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)ର କୋଭିଡ୍ ୧୯ କରୋନା ଭୂତାଣୁ ଗାଇଡ୍ ଲାଇନ ଅନୁଯାୟୀ ମଙ୍ଗଳବାର ଦିନ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କୁ ଏକ ସର୍କୁଲାର୍ ଜାରି କରିଛନ୍ତି । ଏବେ ଜନସାଧାରଣ…